Latest Odisha News

BREAKING NEWS

୪ ଦିନ ପରେ ବି ପତ୍ତା ନାହିଁ: ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ରୋବର୍ଟ

ଖୋର୍ଦ୍ଧା: ରିଲସ୍ ହେଲା କାଳ । ଏହାରି ଭିତରେ ବିତିଗଲଣି ୪ ଦିନ । ହେଲେ ଜଳଦତ୍ସ୍ୟୁ କବଳରୁ ଓମଙ୍କୁ ଫେରାଇ ଆଣିପାରୁନାହିଁ ଓଡ୍ରାପ ଟିମ୍ । ପାଣି ଏତେ ଗଭୀର ଯେ ଏହା ଉଦ୍ଧାରକାରୀ ଟିମଙ୍କ ଆୟତ୍ତ ବାହାରେ । ସେଥିପାଇଁ ଏକ ସ୍ବତନ୍ତ୍ର ରୋବର୍ଟ ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ।…

ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ। ନିଟ୍ ପରୀକ୍ଷାରେ…

ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କହିଲେ, ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଅ

ନୂଆଦିଲ୍ଲୀ: ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ପୁରୁଷମାନଙ୍କୁ ଗୃହିଣୀ ମାନଙ୍କର ଭୂମିକା ଏବଂ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସ୍ତ୍ରୀକୁ ସ୍ୱାମୀ ଆର୍ଥୀକ…

ପୁଣି ତେଜିଲାଣି ମାଓ ବର୍ବରତା, ଯୁବକଙ୍କୁ ଡାକିନେଇ ହତ୍ୟା

ସୁକୁମା: ପୁଣି ତେଜିଲାଣି ମାଓ ସମସ୍ୟା । ବିଗତ କିଛି ଦିନ ହେବ ମାଓ ପ୍ରବଣ ଅଞ୍ଚଳରେ ମାଓ କାଣ୍ଡରୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ, ଏବେ ପୁଣି ମୁଣ୍ଡ ଟେକିଲେଣି ଆତଙ୍କୀ । ଗତକାଲି ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ । ପୁଣି…

ରାଜନୈତିକ ହତ୍ୟା ନେଇ ଥାନାରେ ଏତଲା, ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର: ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଅଭିଯୋଗ । ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରିଥିବା ନେଇ ହୋଇଛି ଥାନାରେ ଏତଲା। ତୁରନ୍ତ ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କଲେ ପରିବାର ଲୋକ ଓ ଗ୍ରାମବାସୀ । ଅଭିଯୋଗ ଅନୁସାରେ…

ଭାରତ ବିଶ୍ବକୁ ‘ବୁଦ୍ଧ’ଙ୍କୁ ଦେଇଛି, ‘ଯୁଦ୍ଧ’ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ଅଷ୍ଟ୍ରିଆ ଗସ୍ତ ପରେ ଆଜି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆଥିଥେୟତା ପାଇଁ ଦୁଇ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏହା ସହିତ ବୁଧବାର ଭିଏନାରେ ଆୟୋଜିତ ହୋଇଥିବା ଏକ ସଭାକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଭାରତ ପୂରା…

ପୁଣି ଦନ୍ତା ଉତ୍ପାତ, ଘର ଭାଙ୍ଗି ଧାନ ଚାଉଳ ଖାଇଗଲା ହାତୀ

ସୁନ୍ଦରଗଡ଼ : ନିଦ ହଜେଇ ଦେଇଛି ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ହାତୀ ଉତ୍ପାତ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଉକ୍ତ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ମଧ୍ୟ ରାତ୍ରିରେ ଏକ ଦନ୍ତାହାତୀ କିଛିଦିନ ହେଲାଣି ଗ୍ରାମରେ ପଶି କାହାର ଘର ଭାଙ୍ଗି ଦେଉଛି ତ କାହାର ଘରେ ପଶି…

ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲିବା ନେଇ ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୧୪ରେ ଖୋଲିବ ରତ୍ନ ଭଣ୍ଡାର । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆସରିଛି । ଏଥିରେ ଖାଲି ସରକାରଙ୍କ ମଞ୍ଜୁରୀ ଆବଶ୍ୟକ । ଏହାରି ଭିତରେ ରତ୍ନ ଭଣ୍ଡାର ୧୪ରେ ଖୋଲିବା ନେଇ ବଡ ସୂଚନା ଦେଇଛନ୍ତି ଆଇନ…

ମାଲକାନଗିରିରେ ବ୍ୟାପୁଛି ଝାଡ଼ାବାନ୍ତି: ୭ ଆକ୍ରାନ୍ତ, ୪ ଗୁରୁତର

ମାଲକାନଗିରି: ମାଥିଲିରେ ବ୍ୟାପୁଛି ଝାଡାବାନ୍ତି ଆକ୍ରାନ୍ତ। ସମସ୍ତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କୁ ମାଥିଲି…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପ୍ରସ୍ତୁତିରେ ପାକିସ୍ତାନକୁ ଶକ୍ତ ଧକ୍କାେ ଲାଗିଛି । ସମସ୍ତ ଉଦ୍ୟମ ସତ୍ୱେ ଭାରତକୁ ମନାଇବାରେ ପାକିସ୍ତାନ ସଫଳ ହୋଇପାରି ନାହିଁ । ରିପୋର୍ଟ ମୁତାବକ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୯୯୬ ପରେ…