ଡ୍ରାଭିଡ ଅତିରିକ୍ତ ୨.୫ କୋଟି ଟଙ୍କାର ବୋନସ ନେବାକୁ ମନା କଲେ
ମୁମ୍ବାଇ: ଭାରତ ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ଜିତିବା ପରେ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ବିସିସିଆଇ ଖେଳାଳିମାନଙ୍କ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଏହି ରାଶିକୁ ଭାଗ କରାଯିବା ବେଳେ କୋଚ ରାହୁଲ ଡ୍ରାଭିଡଙ୍କ ଭାଗରେ ୫ କୋଟି ଟଙ୍କା ପଡିଥିଲା । ତେବେ…