Latest Odisha News

BREAKING NEWS

ହେମନ୍ତ ସୋରେନଙ୍କ ଜାମିନ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ହେମନ୍ତ ସୋରେନଙ୍କୁ ଜାମିନ ଦେବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବେଆଇନ ବୋଲି ଖଣ୍ଡପୀଠ କହିଛନ୍ତି।…

କଟକ ବିଜେଡିରେ କନ୍ଦଳ! ସିବିଆଇ ଭୟରେ କଡ଼ ଲେଉଟାଛନ୍ତି କି ପ୍ରଭାତ ବିଶ୍ୱାଳ?

କଟକ: ଜିଲ୍ଲା ବିଜୁ ଜନତା ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି। ଜଣେ ନିର୍ବାଚନରେ ପରାଜୟ ବାବଦରେ ମୁହଁ ଖୋଲି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅନ୍ୟ ଜଣେ ପରାଜୟ ବେଳେ ଏଭଳି ଗୋହି ଖୋଳିବା ପଛରେ ସିବିଆଇ ତଦନ୍ତ ଭୟ ବୋଲି କହି…

ବେଆଇନ ଖଣି ଖନନ ଓ କ୍ରସର ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମଶାଳା ବିଧାୟକ

ଯାଜପୁର:  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଖଣି ଖନନ ହେଉଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏଭଳି ଅନଧିକୃତ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଖଣି ଓ ଲଘୁ…

ରଣବୀର, ମାଧବନ, ସଞ୍ଜୟଙ୍କ ପରେ ଧୂରନ୍ଧରରେ ସାମିଲ ହେଲେ ଅକ୍ଷୟ

ମୁମ୍ବାଇ: ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଆଦିତ୍ୟ ଧର ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରରେ ବ୍ୟସ୍ତ ଅଛନ୍ତି । ରଣବୀର ସିଂ, ଆର.ମାଧବନ, ସଞ୍ଜୟ ଦତଙ୍କ ପରେ ଏବେ ଅକ୍ଷୟ ଖାନ୍ନାଙ୍କୁ ଏଥିରେ ସାମିଲ କରାଯାଇଛି । ଅକ୍ଷୟ କେଉଁ ଭୂମିକା କରିବେ…

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ 

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ…

ଜମ୍ମୁ-କଶ୍ମୀରର କଠୁଆରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ୪ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ସୋମବାର ଭାରତୀୟ ସେନାର ଏକ ଗାଡ଼ି ଉପରକୁ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ମାଚେଡି…

ଆଇସିସିରେ ଏଂଟ୍ରି ମାରିବେ କି ଜୟ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ବାର୍ଷିକ ସମ୍ମିଳନୀ କଲମ୍ବୋରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷ ପଦ ସମ୍ପର୍କରେ ଆଲୋଚନା ହେବ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ କ୍ରିକ ବିଜର ଏକ ରିପୋର୍ଟ ଅନୁସାରେ ଜୟ ଶାହଙ୍କୁ ଆଇସିସିର ଅଧ୍ୟକ୍ଷ ଭାବେ ମନୋନୀତ…

ୱିମ୍ବେଲଡନ ଟେନିସ: କ୍ୱାର୍ଟରରେ ଆଲକାରେଜ, ଶେଷ ହେଲା ମୁରେଙ୍କ କ୍ୟାରିୟର

ଲଣ୍ଡନ: ଚାମ୍ପିୟନ କାର୍ଲୋସ ଆଲକାରେଜ ଏଥର ଚମତ୍କାର ପ୍ରଦର୍ଶନ ଜାରୀ ରଖି ୱିମ୍ବେଲଡନ ଟେନିସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୪ର୍ଥ ରାଉଣ୍ଡରେ ସେ ଫ୍ରାନ୍ସର ଉଗୋ ହବର୍ଟଙ୍କୁ ୬-୩, ୬-୪, ୧-୬ ଓ ୭-୫ ସେଟରେ ପରାସ୍ତ କରିଥିଲେ । ସେହିପରି ଗ୍ରେଗୋର ଡେମିଟ୍ରିଭ ଆଘାତ ସମସ୍ୟା…

ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର ରାସ୍ତା

ଭୁବନ‌େଶ୍ବର: ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬…

ହେମନ୍ତ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ହେମନ୍ତ ସୋରେନ ସରକାରରେ ସୋମବାର ଦିନ ଝ‌ାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନଙ୍କ ସହ ଅନ୍ୟ ୧୦ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚର ବରିଷ୍ଠ ନେତା ତଥା ଅନ୍ୟାନ୍ୟ…