Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ସମାନତାର ମାଇଲଖୁଂଟ

ଏଥର ପ୍ୟାରିସ ଅଲିମ୍ପିକ୍ସ କେତେକ ଦୃଷ୍ଟିରୁ ଐତିହାସିକ ହେବାକୁ ଯାଉଛି । ବିଶେଷ କରି ମହିଳା ଆଥଲେଟଙ୍କ ପାଇଁ ପ୍ୟାରିସ ଅଲିମ୍ପିକ୍ସ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ । ଅଲିମ୍ପିକ୍ସ ପରି ବିଶ୍ୱକ୍ରୀଡାର ବୃହତ ଓ ଭବ୍ୟ ପ୍ରତିଯୋଗିତାରେ ଏଣିକି ପୁରୁଷମାନଙ୍କ ପରି ମହିଳାମାନଙ୍କର ମଧ୍ୟ ସମାନ…

୪୪ ବର୍ଷ ପରେ ଭାରତ ହକିରେ ଜିତିବ କି ସ୍ୱର୍ଣ୍ଣ

ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଲା । ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରିଛି । ଅଲିମ୍ପିକ୍ସରେ ଭାରତ ହକିରେ ସର୍ବାଧିକ ୧୨ଟି ପଦକ ଜିତିଛି । ତେବେ ୧୯୮୦ ପରଠାରୁ ଟିମଇଣ୍ଡିଆ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ । ଏପରିକି…

ଚୀନ୍‌ର କାଳ ହେବ ଭାରତର ‘ଜୋରାୱର’

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଅତ୍ୟାଧୁନିକ ହାଲୁକା ଯୁଦ୍ଧ ଟ୍ୟାଙ୍କ ନିର୍ମାଣ କରିଛି ଭାରତ, ଯାହା କି ଉତ୍ତର-ପଶ୍ଚିମ ସୀମାନ୍ତର ହାଇ ଅଲଟିଟ୍ୟୁଡ୍ ବା ଉଚ୍ଚ ସ୍ଥାନରେ ଖୁବ୍ ସହଜରେ ମୁତୟନ ହୋଇ ଶତ୍ରୁପକ୍ଷକୁ ଚ୍ୟାଲେଂଜ କରିବ । ଜୋରାୱର ନାମକ…

ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀଙ୍କ ଉତ୍ପାଦର ବଢୁଛି ଚାହିଦା

ସୁରଟ: ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀଙ୍କ ଉତ୍ପାଦର ବଢୁଛି ଚାହିଦା। ଗୁଜରାଟ ସୁରଟର ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ମୋବାଇଲ୍‌ ବିକିରଣକୁ ହ୍ରାସ କରିବା ଲାଗି ଗାଈ ଗୋବରରୁ ଏକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରିଛି । ଏହାକୁ ମୋବାଇଲ ପଛରେ ଲଗାଇଲେ ବିକିରଣ କାରଣରୁ ଶରୀରକୁ…

ପୁଣି ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ବର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ । ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି।  ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା…

ନିଟ୍-ୟୁଜି ପେପର ଲିକ୍ ମାମଲା; ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାରେ ଅନିୟମିତତା ହେବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ତେଣୁ ସର୍ବୋଚ୍ଚ ଅଦାଲତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା…

ବିଜେଡି-ବିଜେପି ନୂଆ ସମୀକରଣ !

ଭୁବନେଶ୍ବର: ଦୁଇଟି ଚିତ୍ର, ସଂପର୍କ ନେଇ ଅନେକ ପ୍ରଶ୍ନ । ରାଜନୈତିକ ସୌଜନ୍ୟତା ନା ପୁରୁଣା ସଂପର୍କର ନବକଳେବର ! ପ୍ରଥମେ ମୋହନ ସରକାରର  ଶପଥ ଗ୍ରହଣ ସମାରୋହ ଦ୍ବିତୀୟରେ ପୁରୀରେ ରଥଯାତ୍ରା । ଉଭୟ ଚିତ୍ର ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସଂପର୍କକୁ ନେଇ ଚର୍ଚ୍ଚା ବଢାଇଛି ।…

କାହା ପାଇଁ ହାରିଲା ବିଜେଡି?

ଭୁବନେଶ୍ବର: କାହିଁକି ନିର୍ବାଚନ ହାରିଲା ବିଜେଡି? ଦଳକୁ ହରାଇବା ପାଇଁ ହୋଇଥିଲା କି ସୁଚିନ୍ତିତ ଯୋଜନା? ଯଦି ହୋଇଥିଲା କିଏ କରିଥିଲା ଏଭଳି ଆତ୍ମଘାତୀ କାମ ? ନାଁ ନନେଇ ବିଜେଡିର ଜଣକ ପରେ ଜଣେ ନେତା ଦଳ ଭିତରୁ ହିଁ ପରାଜୟ ପାଇଁ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ଦେଖାଉଛନ୍ତି । ପ୍ରଭାତ…

ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବ ବିଜେଡି ମିଡିଆ ସେଲ୍‌

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ୍‌ ଘୋଷଣା କରିଛନ୍ତି। ଏ ନେଇ ସୋମବାର ଶଙ୍ଖଭବନରେ…

ପରକୀୟା ପ୍ରୀତି; ପୁଅର ତଣ୍ଟିଚିପି ହତ୍ୟା କଲା ମା’

ଦେଓଗଡ଼: ଦେଓଗଡ଼ରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା' ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାର‌େ ‌ପୋଲିସ ମା’କୁ ଗିରଫ କରିଛି। ମୃତ ବାଳକ ହେଉଛି ରାଜାମୁଣ୍ଡା ଛକ ସାହିର ୧୪ ବର୍ଷୀୟ ନିକୁ ସୁନେନ୍। ପୁଅକୁ ହତ୍ୟ‌ା…