Latest Odisha News

BREAKING NEWS

ବଡ଼ଦାଣ୍ଡ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମ୍ପର୍କିତ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ଯୋଗ ଦେବା ପରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ଯୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ୱାଟର କର୍ପୋରେସନ ଅଫ ଓଡ଼ିଶା…

ମହଙ୍ଗା ପଡ଼ିଲା ଲାଞ୍ଚ ନେବା, ଏଫସିଆଇ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ। ଜେନେରାଲ ମ୍ୟାନେଜର ପ୍ରେମ ସିଂଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସିବିଆଇ। ଏଫଆଇସି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ୨ ଅଧିକାରୀ ସହ କୋଲକାତାର ଏକ ଘରୋଇ…

ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ସୂର୍ଯ୍ୟ ମିଶନ, ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1

ବେଙ୍ଗାଲୁରୁ: ଆଉ ଏକ ମାଇଲ୍ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ୨୦୨୩ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1। ବର୍ତ୍ତମାନ ପ୍ରଥମ…

ବନ୍ଦ ସ୍କୁଲରୁ ଫିଟିବ ତାଲା! ୭ ହଜାର ସ୍କୁଲ ହୋଇଛି ମିଶ୍ରଣ

ଭୁବନେଶ୍ୱର: ବନ୍ଦ ହୋଇଯାଇଥିବା ସ୍କୁଲକୁ ପିଲା ଫେରିବେ। ମିଶ୍ରଣ ହୋଇଥିବା ସ୍କୁଲକୁ ଅଲଗା କରାଯିବ। ମିଶ୍ରଣ ଯୋଗୁଁ ସ୍କୁଲରେ ପଡିଥିଲା ତାଲା। ବର୍ତ୍ତମାନ ସବୁ ମିଶ୍ରଣ ସ୍କୁଲକୁ ଅଲଗା କରାଯିବ। ପୁଣି ପିଲା ଫେରିବେ, ପୁଣି ନାମ ଲେଖା ହେବ। ବନ୍ଦ ସ୍କୁଲ ତାର ସ୍ଥିତି ଫେରିପାଇବ। ନିଜର…

ସାହିତ୍ୟ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି ବୋଲି…

ହାଥରସ ଧାର୍ମିକ ସମାବେଶରେ ମୃତ୍ୟୁ ସଂଖ୍ୟା ଟପିଲା ୮୦, କିଏ ଏହି ଆତ୍ମଘୋଷିତ ବାବା?

ଲକ୍ଷ୍ନୈା: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଏକ ଧାର୍ମିକ ସମାବେଶରେ ଘଟିଥିବା ଦଳଚକଟା ଘଟଣାରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସାକର ବିଶ୍ୱ ହରି ବା ଭୋଲେ ବାବା ନାମରେ ପରିଚିତ ନାରାୟଣ ସାକର ହରିଙ୍କ ଦ୍ୱାରା ପରିଚାଳିତ ସତ୍ସଙ୍ଗର ଶେଷରେ ଏହି ଘଟଣା…

ଜୁଲାଇ ୫ରୁ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ!

ଭୁବନେଶ୍ୱର:  ରତ୍ନ ଭଣ୍ଡାରରେ ମୂଲ୍ୟବାନ ସାମଗ୍ରୀର ଯାଞ୍ଚ ପାଇଁ ଗଠିତ କମିଟିର ନେତୃତ୍ୱ ନେଉଥିବା ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୫ ତାରିଖରେ ପୁରୀରେ ରତ୍ନ ଭଣ୍ଡାର…

‘କ୍ରୀଡ଼ାର ପ୍ରଚାର ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ରହିଛି’

ଭୁବନେଶ୍ୱର: କ୍ରୀଡ଼ାର ପ୍ରଚାର ପ୍ରସାର ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ଉପରେ ଓଡ଼ିଶାର ପ୍ରମୁଖ କ୍ରୀଡ଼ାବିତ୍ମାନେ ଗୁରୁତ୍ୱାରୋପ କରିଛନ୍ତି । ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମର ଟେନିସ୍ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା…

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଦୁଇ ଦିନିଆ ଜାତୀୟ ସମ୍ମିଳନୀ କର୍ମଶାଳା

ଭୁବନେଶ୍ୱର: ଗତ ଜୁନ ମାସ ୨୮ ଓ ୨୯ ତାରିଖରେ ଜଟଣୀସ୍ଥ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଫାର୍ମାସୀ ଆଣ୍ଡ ଲାଇଫ ସାଇନସ୍ସ ଏବଂ ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନସ୍ସର ମିଳିତ ଆନୁକୁଲ୍ୟରେ ତଥା ଆୟୁଷ ପ୍ରଯୋଜିତ " Advancement in Animal Handling and Generative…

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସମାଜରେ…