Latest Odisha News

BREAKING NEWS

ଲଦାଖରେ ସେନାର ଟ୍ୟାଙ୍କ୍‌ ଅଭ୍ୟାସ ବେଳେ ଅଘଟଣ, ୫ ସହିଦ

ଲଦାଖ: ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ବଡ ଅଘଟଣ। ବଢ଼ି ପାଣିରେ ଭାସିଯାଇ ୫ ଯବାନ ସହିଦ।ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଲଦାଖସ୍ଥିତ ଭାରତ-ଚୀନ ସୀମାରେ ଥିବା ନଦୀରେ ଭାରତୀୟ…

ମହିଳା ସାମ୍ବାଦିକାଙ୍କ ଉପର କୁକୁର ଛାଡ଼ିବା ମାମଲା, ପୁଣି ରଘୁନନ୍ଦନଙ୍କ ଘରେ ପୋଲିସ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ମାମଲା । ପୁଣି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ । ରଘୁନନ୍ଦନ ଦାସଙ୍କ କ୍ୱାର୍ଟରରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର…

ଟିକରପଡ଼ା ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଦେଖିବାକୁ ମିଳିଛି ଶୋକାକକୂଳ ପରିବେଶ । ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି । ଖବର ମୁତାବକ, ପିଲାଟି ଆଜି ଟିକରପଡା ମହାନଦୀ କୂଳରେ…

ଶିକ୍ଷାନୁଷ୍ଠାନରେ ଓଲଟା ଦୃଶ୍ୟ; କଲେଜ ଛାତ୍ର ସାଜିଛନ୍ତି ପରୀକ୍ଷା ନିୟନ୍ତ୍ରକ

ଯାଜପୁର: ସାଧାରଣତଃ ପରୀକ୍ଷା ସମୟରେ ପରୀକ୍ଷା ହଲରେ କୌଣସି ଶିକ୍ଷକ କିମ୍ବା ଅଧ୍ୟାପକ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାନ୍ତି । ହେଲେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଏହାର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା ରହିଛି । ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକି ବିପର୍ଯ୍ୟସ୍ଥ…

ଆରମ୍ଭ ହୋଇଛି ଅମରନାଥ ଯାତ୍ରା, ମନ୍ଦିର ସାମ୍ନାରେ ସ୍ଥାପନ ହୋଇଛି ଯୋଗୀରାଜଙ୍କ ତିଆରି ନନ୍ଦୀ

ଶ୍ରୀନଗର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର…

ବଦଳିବ ନାଁ, ‘ଲକ୍ଷ୍ମୀ’ ଜାଗାରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ବର: ହଟିବ ଲକ୍ଷ୍ମୀ ବସର ନାଁ । ଲେଖା ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’ । ଲକ୍ଷ୍ମୀ ବସ୍‌  ଭବିଷ୍ୟତ ନେଇ ଆଜି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଯାହା…

ପୁଣି ବିରୋଧୀଙ୍କ ଗର୍ଜନ: ଓଡିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି

ଭୁବନେଶ୍ବର: ବିରୋଧୀ ସିଟରେ ବସିବା ପରେ ଏବେ ପୂରା ଆକ୍ଟିଭ୍ ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଦଳୀୟ ନେତା । ବିରୋଧୀ ହୋଇ କ୍ରମାଗତ ଭାବେ ଶାସକଙ୍କୁ ଘେରିବାରେ ଲାଗିଛି ବିଜେଡି । ସେ ରାଜ୍ୟ ହେଉକି କେନ୍ଦ୍ର ଏବେ ସବୁଠି ବିଜେଡି ନିଜକୁ ଶକ୍ତିଶଳୀ ବିରୋଧୀ ଭାବେ ଛିଡାକରିବାକୁ ପ୍ରୟାସ…

ବଦଳିପାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ପୁଣି ବଦଳିପାରେ ସ୍କୁଲ ୟୁନିଫର୍ମର ରଙ୍ଗ । ଏନେଇ ଆଜି ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କେବଳ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗରେ ପରିବର୍ତ୍ତନ କରାଯାଇପାରେ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ୍ ର ରଙ୍ଗ ଯେମିତି ଅଛି, ସେମିତି ହିଁ ରହିବ…

‘ରାଜ୍ୟରେ ଖୋଲିବ ୨୦୦ ଗୋଶାଳା, ଗୋଚାଲାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ଗୋ-ସୁରକ୍ଷା ଓ ମାଛ ଚାଷ କୁ ନେଇ ବଡ ବୟାନ ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଗୋଚାଳାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡା…

ବଲ୍ଲେ ବଲ୍ଲେ ଢ଼ାବା ଓ ଲଜକୁ ସିଲ୍ ପରେ ଆଜି ଖାଲି ହେଉଛି ଢାବା

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ୍ କରିବା ନିର୍ଦ୍ଦେଶ ପରେ ଢ଼ାବା କୁ ଖାଲି କରାଯାଉଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ…