Latest Odisha News

BREAKING NEWS

ଫାଇନାଲରେ ଟସ ହାରିବା ଟିମ ଥରେ ହୋଇଛି ଚାମ୍ପିୟନ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟ ଟିମ ଏଥର ଅପରାଜେୟ ଭାବେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ତେବେ ଟି୨୦ ବିଶ୍ୱକପ ଫାଇନାଲର ଟସକୁ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ଟାଇଟଲ ମୁକାବିଲାରେ ଚେଜ କରିବା ଟିମ…

ଧାନ ମଣ୍ଡିରେ ଲାଗିବ ସିସିଟିଭି

ଭୁବନେଶ୍ବର: ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସି କ୍ୟାମେରା । ମଣ୍ଡିରେ ଦୁର୍ନୀତି ରୋକିବା ପାଇଁ କିଛି ଏମିତି ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଲି ସେତିକି ନୁହେଁ,…

ନୂଆ ଆଇନରେ ଗରିବଙ୍କୁ ଆଶ୍ବସ୍ତି, ବିନା ଓକିଲରେ ମିଳିପାରିବ ଜାମିନ

ନୂଆଦିଲ୍ଲୀ: ଜୁଲାଇ ୧ ରେ ଲାଗୁ ହେବାକୁ ଯାଉଛି ତିନୋଟି ନୂଆ ଆଇନ । ଏହି ନୂଆ ଆଇନରେ ଗରିବଙ୍କୁ ମିଳିବ ଆଶ୍ବସ୍ତି । ଏବେ ବିନା ଓକିଲରେ ଜେଲରୁ ବାହାରି ପାରିବେ ଗରିବ ଲୋକେ । ତେବେ ବେଳେ ବେଳେ ଟଙ୍କା ଅଭାବରୁ ଜେଲରେ ରହିଥିବା ଗରିବ ଲୋକଟିଏ ନିଜର ପକ୍ଷ ପାଇଁ ଅର୍ଥାଭାବ କାରଣରୁ ଓକିଲ…

ମୁଖ୍ୟ ଶାସନ ସଚିବ ନିଯୁକ୍ତି: ଆଉ କେଉଁ ଅଣଓଡିଆ ଏହି ପଦରେ ବସିଥିଲେ?

ଭୁବନେଶ୍ୱର: ଆଇଏଏସ ମନୋଜ ଆହୁଜାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଜିତିଲା କିନ୍ତୁ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଆସନରେ ବସାଇବା ନେଇ ଚର୍ଚ୍ଚା ହେଉଛି। ନବୀନ ସରକାର ୨୪ ବର୍ଷ ରାଜ୍ୟରେ କ୍ଷମତା ରହିଲେ। କିନ୍ତୁ ଏହି…

ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକ ମୃତ

ବଲାଙ୍ଗୀର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲୀ ଡୁଙ୍ଗରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ । ଖବର ମୁତାବକ,…

୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ, ଆଜି ଲାଗିହେବ ଓଷ

ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂରତୀ । ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ । ଆଜି ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନଙ୍କୁ ଓଷ ବା ଓଷୁଅ ଲାଗି କରାଯିବ । ଗତକାଲି ପଞ୍ଚମ ଦିନରେ…

ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ

ପୁରୀ: ପାରିବାରିକ କଳହ ଉଜାଡି ଦେଲା ସଂସାର । ସାନ ସଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ସଢୁ । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ମୃତକ ହେଲେ ନରେନ୍ଦ୍ର ମଲ୍ଲିକ । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ…

ଅଗଷ୍ଟ ୨୧ରୁ ସେପ୍ଟେମ୍ୱର ୪ ମଧ୍ୟରେ ହେବ ୟୁଜିସି ନେଟ୍ ପରୀକ୍ଷା

ନୂଆଦିଲ୍ଲୀ: ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ଏହି ପରୀକ୍ଷା । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ସେହିପରି ଏନଟିଏର…

ରାସ୍ତାକଡ଼କୁ ଖସିଲା ବାଇକ; ଜଣେ ମୃତ, ଜଣେ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅଧୀନ ବୁଡିଆଂ ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ରାସ୍ତାକଡ଼କୁ ଖସିଲା ବାଇକ୍ । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର…

ଉପବାଚସ୍ପତି ପଦକୁ ନେଇ କଂଗ୍ରେସର ପ୍ଲାନ୍ କ’ଣ, କେବେ ବିରୋଧୀଙ୍କ ପାଖରେ ଏହି ଆସନ ଥିଲା?

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ବାଚସ୍ପତି ପଦକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ଏସବୁ ଭିତରେ ଏନଡିଏ ଓମ୍ ବିର୍ଲାଙ୍କୁ ଧ୍ୱନିମତ ଭୋଟରେ ବାଚସ୍ପତି ଭାବେ ନିର୍ବାଚିତ କରିଛି। କିନ୍ତୁ ଉପବାଚସ୍ପତିଙ୍କ ଉପରେ ଏବେ ବି ସନ୍ଦେହ ଲାଗି ରହିଛି। ବାସ୍ତବରେ ଉପବାଚସ୍ପତି ଏପର୍ଯ୍ୟନ୍ତ ନିର୍ବାଚିତ…