ଏଥର ଜୋରଦାର ବିରୋଧ କରିବ କି ବିଜେଡି ?
ଭୁବନେଶ୍ବର: ଧୀରେ ଧୀରେ ଶୁଭିଲାଣି ବିଜେଡିର ସ୍ବର । କାଲି ମହାନଦୀ ଆଜି ନିଟ୍। ନିର୍ବାଚନ ପରାଜୟ ପରଠୁ ତୁନି ପଡିଥିବା ବିଜେଡି ନେତା କହିବା ଆରମ୍ଭ କଲେଣି। ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ବିଜେଡି ଆଗଧାଡ଼ିର ନେତା ମୁହଁ ଖୋଲୁନଥିଲେ । ତେବେ ଶୁକ୍ରବାର…