ଆଇପିଏସ୍ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟ କଲେ ଡିଜିପି, କହିଲେ ଜୁନ୍ ୩ରୁ କାର୍ଯ୍ୟରେ ଦେଲେଣି ଯୋଗ
ଭୁବନେଶ୍ୱର: ଆଇପିଏସ୍ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଜୁନ୍ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗଦେଇଥିବା କହିଲେ ଡିଜିପି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସରେ ଚାଲିଥିବା ଏକ ବୈଠକରେ ମଧ୍ୟ ସାମିଲ ଥିଲେ। ଆଶିଷ ତାଙ୍କ କାର୍ଯ୍ୟ ଯୋଗଦାନ ରିପୋର୍ଟ…