Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଯାଜପୁର: ଅଜଣା ଗାଡ଼ି ଧକ୍କାରେ ୭ବର୍ଷ ଶିଶୁପୁତ୍ର ମୃତ୍ୟୁକୁ କେନ୍ଦ୍ର କରି ରାସ୍ତାରୋକ। ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଛୋଟୁ ନାୟକଙ୍କ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଡ଼ିବା ପରେ ଉତ୍ୟେକ୍ତ…

ସାରା ରାଜ୍ୟରେ ଲାଗି ରହିଛି ବର୍ଷା, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଲାଗି ରହିବ ବର୍ଷା । ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏଁ ଲାଗି ରହିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି…

ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନ ବନ୍ଦର ଛାତ: ୩ ମୃତ ଓ ୬ ଗୁରୁତର, ବିମାନ ସେବା ବାତିଲ୍

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭୁଶୁଡ଼ିଲା ଛାତ। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସଚନା ରହିଛି। ସେହିପରି ଏକାଧିକ କାର ନଷ୍ଟ ହୋଇଛି। ଗୁରୁତରଙ୍କୁ ଚିକିତ୍ସା…

୩ ଘର ଭାଙ୍ଗିଲେ ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ

କେନ୍ଦୁଝର: ପୁଣି ଚିନ୍ତା ବଢାଇଲା ହାତୀପଲ। କେନ୍ଦୁଝର ପାଟଣା ବନାଞ୍ଚଳରେ ଝାଡ଼ଖଣ୍ଡି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ ପାଟଣା ବନାଞ୍ଚଳ ଛାଡିବା ନାଁ ଧରୁ ନାହାନ୍ତି। ଗତରାତିରେ ଏହି ହାତୀପଲ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ୩ଟି ଘର…

ଅରୁନ୍ଧତୀ ରାୟ ପାଇବେ ପେନ୍ ପିଣ୍ଟର୍ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ଲେଖିକା ଅରୁନ୍ଧତୀ ରାୟଙ୍କୁ ଚଳିତ ବର୍ଷର ପେନ୍ ପିଣ୍ଟର୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନୋବେଲ ବିଜେତା ତଥା ପ୍ଲେ ରାଇଟର ହେରୋଲ୍ଡ ପିଣ୍ଟରଙ୍କ ସ୍ମୃତିରେ ୨୦୦୯ରୁ ଅବିସ୍ମରଣୀୟ ଲେଖା ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଉଛି। ଆସନ୍ତା ଅକ୍ଟୋବର ୧୦…

୧୦ ବର୍ଷ ପରେ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ୧୭୧ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ପରେ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇ…

ଶ୍ରୀମନ୍ଦିରରେ ଭିଡ଼: ଅନ୍ ଲାଇନ୍ ସ୍ଲଟ୍ ବୁକିଂ ପାଇଁ ପରାମର୍ଶ ଦେଲେ ଗଜପତି

ପୁରୀ: ଚାରି ଦ୍ୱାର ଖୋଲିବା ପରେ ବି ଶ୍ରୀମନ୍ଦିରରେ ଭିଡ କମୁନାହିଁ। ପ୍ରଥମେ କୁହାଯାଉଥିଲା କେବଳ ସିଂହଦ୍ୱାର ପ୍ରବେଶ ସ୍ଥଳ ଥିବାରୁ ଭିଡ ହେଉଛି ତେଣୁ ସମସ୍ତ ଦ୍ୱାର ଖୋଲିଲେ ଏ ସମସ୍ୟା ଆଉ ହେବ ନାହିଁ। ତେଣୁ ନୂଆ ସରକାର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଚାରି ଦ୍ୱାର ଖୋଲିଛନ୍ତି।…

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ…

ସରକାର ବଦଳିଛି: ଏବେ ହେବ କି ଛାତ୍ର ସଂସଦ ନିର୍ବାଚନ, ମନ୍ତ୍ରୀ ଦେଲେ ସଫେଇ

ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର କ୍ଷମତାକୁ ଆସିଛି। ତେଣୁ ଦୀର୍ଘ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଏବେ ଦେଖିବାକୁ ମିଳିବ କି? ସାଧାରଣତଃ ଦୁର୍ଗାପୂଜା ଛୁଟି ସେପ୍ଟେମ୍ବର-ଅକ୍ଟୋବର ପୂର୍ବରୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେବେ ୨୦୧୮ ପରଠାରୁ…

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ତେଜିଲା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଛାଡିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି। ବରିଷ୍ଠ ସାମ୍ବାଦିକମାନେ ଗୁରୁବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ…