Latest Odisha News

BREAKING NEWS

ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍

ଭୁବନେଶ୍ଵର: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ବାହାରିଲା କଟଅଫ୍ ମାର୍କ । ବିଧିବଦ୍ଧଭାବେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇଲା ତାଲିକା । ପ୍ରଥମ ପର୍ଯ୍ୟାୟ କଟଅଫ୍…

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ, ଏବେ କେବଳ ରାତିରେ କଟକଣା

ବାଲେଶ୍ଵର: ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା । ଟାଉନ୍‌ ଥାନା ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କଲା ପ୍ରଶାସନ । ସାରା ଦିନ କର୍ଫ୍ୟୁ କୋହଳ ହେବା ସହ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କେବଳ କଟକଣା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର…

ବାଚସ୍ପତି ପ୍ରାର୍ଥୀ ପାଇଁ ଆମ ସହ କଂଗ୍ରେସ ଯୋଗାଯୋଗ ନକରିବା ଦୁଃର୍ଭାଗ୍ୟ: ଟିଏମସି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଲୋକସଭା ବାଚସ୍ପତି ପଦ ପାଇଁ କେ ସୁରେଶଙ୍କୁ ବିରୋଧୀ ପ୍ରାର୍ଥୀ ଭାବେ ମନୋନୀତ କରିବା ପୂର୍ବରୁ ତାଙ୍କ ଦଳ ସହ କଂଗ୍ରେସ ପରାମର୍ଶ କରିନଥିଲା। ଦୁଃର୍ଭାଗ୍ୟବଶତଃ ଏହା ଏକତରଫା ନିଷ୍ପତ୍ତି ବୋଲି ସଂସଦ ବାହାରେ…

ସରିଗଲା ୱାର୍ଣ୍ଣରଙ୍କ ଆନ୍ତର୍ଜାତୀୟ କ୍ୟାରିୟର

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ଦୌଡରୁ ବାଦ ପଡିଛି ଅଷ୍ଟ୍ରେଲିଆ । ଏଥିସହ ଅଷ୍ଟ୍ରେଲିଆର ଭେଟେରାନ ଓପନର ଡେଭିଡ ୱାର୍ଣ୍ଣରଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ପୂର୍ବରୁ ସେ ଟି୨୦ ବିଶ୍ୱକପ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ଘୋଷଣା…

ମହିଳା ରିପୋର୍ଟରଙ୍କ ଉପରକୁ କୁକୁର ଛାଡି ନିଜ ନିଷ୍ପତିକୁ ଠିକ୍ ଦର୍ଶାଇଲେ ପୂର୍ବତନ ମନ୍ତ୍ରୀ, ଥାନାରେ ଏତଲା

ଭୁବନେଶ୍ୱର: ରିପୋର୍ଟିଂ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ। ରାଜଧାନୀରେ ବିଜେଡି ନେତାଙ୍କ ଏଭଳି ଆଚରଣ ମହଳା ସାମ୍ବାଦିକା ଏବଂ ତାଙ୍କ କ୍ୟାମେରାମ୍ୟାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଯଦିଓ ଏବେ…

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ଵର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେଲେ ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଲେ ଉକ୍ତ ମହିଳା ସାମ୍ବାଦିକ । ଖବର ସଂଗ୍ରହ ପାଇଁ ରଘୁନନ୍ଦନଙ୍କ କ୍ବାର୍ଟର୍ସକୁ ଯାଇଥିଲେ ସାମ୍ବାଦିକା । ସେଠାରେ…

ମନୋଜ ଆହୁଜା ହୋଇପାରନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଅଫିସ ମନୋଜ ଆହୁଜା ହୋଇପାରନ୍ତି ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ଜୁନ୍ ୩୦ରେ ଏବେର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ପ୍ରଦୀପ ଜେନାଙ୍କ ଅବସର ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ନାମ ଉପରେ ମୋହର…

ଡକ୍ୱୱର୍ଥ ଲୁଇସ ନିୟମର ଜନକଙ୍କ ପରଲୋକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଏକ ଦୁଃଖଦ ଖବର ସମ୍ମୁଖକୁ ଆସିଛି । ଯେଉଁ ଡକ୍ୱୱର୍ଥ ଲୁଇସ ନିୟମ ମାଧ୍ୟମରେ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲା ତାର ଜନକଙ୍କ ପରଲୋକ ହୋଇଯାଇଛି । ଇଂଲଣ୍ଡର ଡକ୍ୱୱର୍ଥ ଲୁଇସ ଷ୍ଟର୍ନ ଓ ଫ୍ର‌୍ୟାଙ୍କ ଡକ୍ୱୱର୍ଥ ଏହି ନିୟମ ବାହାର କରିଥିଲେ । ୮୪…

ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣା: ବିଏମସି କମିଶନରଙ୍କୁ ନୋଟିସ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ଵର: ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ସାଜ୍ୟ ସରକାର । ତୁରନ୍ତ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ ପକାଇବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସ୍ଲାବ୍ ପକେଇବା ସହ ଡ୍ରେନ୍‌ କଡ଼ରେ…

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା; ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଭୁବନେଶ୍ୱର: ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଏଭଳି କହିଛନ୍ତି ମନ୍ତ୍ରୀ କୁଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଟ୍ରିପଲ ସିଟି ହେବା…