ଢେଙ୍କାନାଳ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ଘଟଣାସ୍ଥଳରେ ୨ ମୃତ, ୫ ଗୁରୁତର
ଢେଙ୍କାନାଳ: ଝାଡ଼ବନ୍ଧଠାରେ ଥିବା ଢେଙ୍କାନାଳ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ। ମେକାନିକାଲ ଷ୍ଟ୍ରକଚର୍ ବା ଯାନ୍ତ୍ରିକ ଢାଞ୍ଚା ଭୁଶୁଡ଼ି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ରହିଛି।
କାରଖାନାରେ ଥିବା ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ପଡ଼ିବାରୁ…