Latest Odisha News

BREAKING NEWS

ସ୍ଥଗିତ ହେଲା ନିଟ- ପିଜି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ଏବଂ ୟୁଜିସି-ଏନଇଟି’ରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ବଡ ବିବାଦ ଜାରି ରହିଥିବା ବେଳେ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଜି ଅନୁଷ୍ଠିତ ହେବାର ଥିଲା। ଖୁବଶୀଘ୍ର…

ମର୍ମନ୍ତୁଦ ସଡକ ଦୁର୍ଘଟଣା,ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ମାଲକାନଗିରି: ମାଲକାନଗିରି ଡିଏମକେ ଛକରେ ସିରିଜ୍‌ ଦୁର୍ଘଟଣା । ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ମହିଳା ସଫେଇ କର୍ମଚାରୀଙ୍କୁ ଧକ୍କାଦେଇ ସାଇକେଲକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ସଫେଇ କର୍ମଚାରୀ ମୃତ, ସାଇକେଲ ଆରୋହୀ ଗୁରୁତର । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଟ୍ରକ୍‌…

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଅଣସର ଘରେ ଚାଲିଛି ଗୁପ୍ତସେବା

ପୁରୀ: ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର…

ଜଳିଗଲା ଆମ୍ବୁଲାନ୍ସ, ୪ ଗୁରୁତର

ଜଳେଶ୍ୱର: ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ । ଏନ୍‌ଏଚ୍‌-୧୬ ମିରିଗିମୁଣ୍ଡି ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୪ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ…

ଶରୀର ପାଇଁ ବରଦାନ ଗିଲୋଇ, ମଧୁମେହ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ବ୍ୟବହାର

ଭୁବନେଶ୍ଵର: ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ…

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ…

ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ବାରା ଡାକ ବିଭାଗର ଦୁଇ ଅଧିକାରୀ ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଉଥିବା ଡାକ ବିଭାଗର ଦୁଇ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ମୟୂରଭଞ୍ଜ ଜିଲ୍ଲାରେ ବଡ଼ସାହି ସବ୍ ପୋଷ୍ଟ ଅଫିସର ଡାକ ନିରୀକ୍ଷକ ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାସ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ସିବିଆଇ ହାତରେ…

ନୂଆ ସରକାରଙ୍କୁ କୃଷିର ବିକାଶ ପାଇଁ ପ୍ରସ୍ତାବ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଓଡ଼ିଶାରେ ଏବେ ଗଠନ ହୋଇଛି ନୂଆ ସରକାର । ଲୋକଙ୍କମନରେ ଅନେକ ନୂତନ ଆଶା ଓ ଆକାଂକ୍ଷା । ତେବେ ନୂଆ ସରକାର ଜନତାଙ୍କ ସ୍ୱପ୍ନକୁ କେତେଦୂର ଚରିତାର୍ଥ କରିପାରୁଛନ୍ତି , ସେକଥା ସମୟ କହିବ । କିନ୍ତୁ ଏହାରି ମଧ୍ୟରେ ସରକାରଙ୍କ…

ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏନଟିଏ ଡିଜି ପଦରୁ ସୁବୋଧ ସିଂହ ବିଦା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବେ ବିବାଦ ଘେରରେ ରହିଛି। ୟୁଜିସି ନେଟ୍ ପରୀକ୍ଷା ବାତିଲ ହେବା ପରେ ଏବଂ ନିଟ୍ ପରୀକ୍ଷାରେ ଜାଲିଆତି ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କୁ ନେଇ ବୟାନ ଦେଇଛନ୍ତି । ସେ…

ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଦେଓଘରରୁ ଚିଣ୍ଟୁଙ୍କ ସମେତ ୬ ଗିରଫ

ରାଞ୍ଚି: ନିକଟରେ ନିଟ୍ ପରୀକ୍ଷା ପରେ ପେପର ଲିକ୍ ଘଟଣା ସାମ୍ନାକୁ ଆସିଛି। ସେହିପରି ପ୍ରଶ୍ନପତ୍ର ଲିକର କନେକ୍ସନ ବିହାର ଓ ଝାଡ଼ଖଣ୍ଡକୁ ମଧ୍ୟ ସଂଯୋଗ କରୁଥିବା ଦେଖିବାକୁ ମିଳୁଛି। ବିହାର ପୋଲିସର ଏକାଧିକ ଟିମ୍ ଏ ନେଇ ଲଗାତାର କାର୍ଯ୍ୟାନୁଷ୍ଠାନରେ ନିୟୋଜିତ ଅଛନ୍ତି। ଏହି କ୍ରମରେ ବିହାର…