Latest Odisha News

BREAKING NEWS

କେନ୍ଦୁଝରରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡୁବୁଣାଠାରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହା ୨୪ ଘଣ୍ଟିଆ ଏବଂ ମାଗଣାରେ ଉପଲବ୍ଧ ହେବ। ଡୁବୁଣାର ପ୍ଲାଣ୍ଟ ମୁଖ୍ୟ ଜୟବର୍ଦ୍ଧନ ପରୋହା ଓ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନୂଆ…

ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ ନାଟକ; ପ୍ରେମିକଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ଜଣେ ମହିଳା ନିଜ ଭାଇଠାରୁ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ନିଜେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ସ୍ମୃତି ରେଖା ପାଣି ନାମକ ଏହି ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ଅପହରଣ ଯୋଜନା କରିଥିଲେ। ମହିଳା ଜଣକ ତାଙ୍କ ପ୍ରେମିକ ଏବଂ ତାଙ୍କ ସହଯୋଗୀଙ୍କ ସହ ମିଶି ତାଙ୍କ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜନ୍ମମାଟି ଗସ୍ତ କରିବେ ମୋହନ ମାଝୀ

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିକୁ ଗସ୍ତ କରିବେ ମୋହନ ଚରଣ ମାଝି । ସେଠାରେ ସେ ରୋଡ ଶୋ' କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । କେନ୍ଦୁଝର ସହରର ଅନେକ ସ୍ଥାନରେ…

ଆଦିବାସୀ ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କପାଇଁ ନୂତନ ଯୋଜନା ହାତକୁ ନିଆଯିବ: ଶ୍ରୀ ଗଣ୍ଡ

ଭୁବନେଶ୍ବର: ବିଭିନ୍ନ ଜୀବିକା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ବଞ୍ଚିତଙ୍କ ସ୍ୱର ହେବା ପାଇଁ ଯୁବକମାନଙ୍କୁ ଚିହ୍ନଟ କରିବାକୁ ଆହ୍ବାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ…

ଗୋଟିଏ ଦିନ ୨୪ ଘଂଟାରୁ ୨୫ ଘଂଟା ହୋଇଯିବ କି !

ୱାଶିଂଟନ: ପୃଥିବୀପୃଷ୍ଠରେ ଗୋଟିଏ ଦିନ ୨୪ ଘଂଟାର ହୋଇଥାଏ । ତେବେ କ୍ରମାଗତ ଭାବେ ସମୟସୀମା ବଢ଼ୁଥିବାରୁ ବୈଜ୍ଞାନିକଙ୍କ ମତରେ ଏହା ୨୫ ଘଂଟା ହୋଇଯିବ । ଲାଇଭ ସାଇନ୍ସ ରିପୋର୍ଟ ଅନୁସାରେ ୨୪ ଘଂଟାରେ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିଥାଏ । ପୂର୍ବରୁ ଏହି ସମୟସୀମା ଆହୁରି କମ ଥିଲା । ଏହା…

ଧରାପଡ଼ିଲା ୨ ହଜାର ଟଙ୍କିଆ ନୋଟ୍ ବିକ୍ରି କରୁଥିବା ଗ୍ୟାଙ୍ଗ

ଭଦ୍ରକ: ଧରାପଡ଼ିଲା ୨ ହଜାର ଟଙ୍କିଆ ନୋଟ୍ ବିକ୍ରି କରୁଥିବା ଗ୍ୟାଙ୍ଗ । ନବରଙ୍ଗପୁରର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ବ୍ରାହ୍ମଣୀଗାଁ ପଞ୍ଚାୟତ ବୈକୁଣ୍ଠପୁର ଗାଁରୁ ଧରିଲା ବାସୁଦେବପୁର ପୋଲିସ । ୫୦ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍‌ ସହ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କଲା…

ବାଲୁକା କଳାରେ ସ୍ନାନ ପୂର୍ଣ୍ଣିମାର ଦୃଶ୍ୟ

ପୁରୀ: ରାତି ପାହିଲେ ବଡ ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା । ଏହି ପ୍ରରିପେକ୍ଷୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁର ଙ୍କ ହାତୀ ବେଶ କିପରି ଏବଂ କାହା ପାଇଁ ପ୍ରଭୁ ଧାରଣ କରିଥିଲେ ସେହି କାହାଣୀ…

ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ପିପିଲି: ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ କମର୍ଶ ଏବଂ ମେଣ୍ଟେନାନସ ଜେଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୦ରୁ ୧୫ ଜଣ ଦୁର୍ବୃତ୍ତ ଆସି ବ୍ୟାପକ ଭଙ୍ଗାରୁଜା କରିବା ସହ କନିଷ୍ଠ ଝନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ଏନେଇ ଥାନାରେ…

ସାନିଆ-ସାମୀଙ୍କ ବିବାହ ନେଇ ମୁହଁ ଖୋଲିଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସେହିପରି ଭାରତୀୟ କ୍ରିକେଟର ମହମ୍ମଦ ସାମୀ ମଧ୍ୟ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡିଆରେ ସାନିଆ ଓ…

ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ବରରେ ଆହୁରି କୋହଳ ହେଲା କର୍ଫ୍ୟୁ । ବାଲେଶ୍ଵର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସଂପୂର୍ଣ୍ଣ ଭାବରେ ହଟାଯାଇଛି । ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ କାଲିଠୁ ମିଳିବ…