ନାଳରେ ନାବାଳକ ଭାସି ଯିବା ଘଟଣା, ନିଲମ୍ବିତ ହେଲେ ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଡ୍ରେନେଜ୍ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ନିଲମ୍ୱିତ। ୟୁନିଟ୍-୩ ଅଞ୍ଚଳରେ ଖୋଲା ଡ୍ରେନରେ ଭାସି ଯାଇ ଜଣେ ନାବାଳକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଓ…