Latest Odisha News

BREAKING NEWS

ସୋଶିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଲା ଲକ୍ଷ୍ଣଣ ବାଗ ଏବଂ ନବୀନଙ୍କ ଭେଟଘାଟ

ଭୁବନେଶ୍ୱର: ଆଜି ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ କିଛି ମୁହୂର୍ତ୍ତ ଦେଖିବାକୁ ମିଳିଛି ଯାହା ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି। ଗୃହରେ ମୁହାଁମୁହିଁ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି…

ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନ ପାଇଁ ଟିପିଏସ୍ଓଡିଏଲ୍ ଆସିକା ନ୍ୟୁ ଗ୍ରିଡ୍ ସବ୍ ଷ୍ଟେସନରେ ୩୩ କେଭି ଲାଇନ୍ ବିଛାଇଲା

ବ୍ରହ୍ମପୁର: ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାର ଆସିକା ନ୍ୟୁ ଗ୍ରିଡ୍ ସବ ଷ୍ଟେସନରୁ ନୂଆଗାଁ ପ୍ରାଥମିକ ସବଷ୍ଟେସନ (ପିଏସ୍ଏସ୍) ପର୍ଯ୍ୟନ୍ତ ଏକ ନୂଆ ୩୩ କେଭି…

ପାଣ୍ଡିଆନଙ୍କ ଜନବିରୋଧୀ କାର୍ଯ୍ୟକଳାପର ତଦନ୍ତ କରିବେ ସରକାର: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜନବିରୋଧୀ କାର୍ଯ୍ୟକଳାପର ତଦନ୍ତ ଆରମ୍ଭ କରିବେ ରାଜ୍ୟ ସରକାର। ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହା କହିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି ଯେ ପାଣ୍ଡିଆନ କେବଳ…

ଗମ୍ଭୀରଙ୍କ ପରେ ରମଣଙ୍କ ସହ କୋଚ ପଦ ପାଇଁ ଆଲୋଚନା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଆଗାମୀ କୋଚ ପଦ ପାଇଁ ଗୌତମ ଗମ୍ଭୀରଙ୍କୁ ପ୍ରଥମ ପସନ୍ଦ ଭାବେ ବିବେଚନା କରାଯାଉଛି । ସେ ଏକୁଟିଆ ଏହି ପଦ ପାଇଁ ଆବେଦନ କରିଥିବା କୁହାଯାଉଥିବା ବେଳେ ଆଜି ଏଥିରେ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଗମ୍ଭୀରଙ୍କ ସହ ବିସିସିଆଇ ଭର୍ଚୁଆଲ…

ପିଏମ କିଷାନ ଯୋଜନାରେ ସାମିଲ ହୋଇନଥିବା ସମସ୍ତ ହିତାଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ

ଭୁବନେଶ୍ଵର: ବରଗଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଷୋଜନାର ୧୭ତମ କିସ୍ତି ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ପ୍ରାୟ ୩୧.୬୨ ଲକ୍ଷ ଚାଷୀଙ୍କ ଖାତାକୁ ୬୩୨.୪୮ କୋଟି ଟଙ୍କା ପଠାଯାଇଛି । ପ୍ରତ୍ୟେକ ଚାଷୀଙ୍କ…

ନିଶାସକ୍ତ ବ୍ୟକ୍ତିମାନଙ୍କୁ ନିଶାମୁକ୍ତ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ: ଶ୍ରୀ ହରିଚନ୍ଦନ

ଭୁବନେଶ୍ୱର: ଶପଥ ନେବା ପରେ ଆଜି ବିଭାଗୀୟ ସମୀକ୍ଷା କରିଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀ ହରିଚନ୍ଦନ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ସମୀକ୍ଷା କରିଛନ୍ତି ।…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳକୁ ଫେରି ପାରନ୍ତି ଶ୍ରେୟାଶ ଆୟାର

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଥିବ । ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଥିବା ନୂଆ କୋଚଙ୍କ ଏହା ପ୍ରଥମ ଦିନିକିଆ ସିରିଜ ହେବ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଜୁଲାଇରୁ ଖେଳାଯିବ ।…

ପିଏମ୍‌-କିଶାନ ଯୋଜନା: ଭଦ୍ରକରେ ୧୩୯୫୪୩ ଚାଷୀ ଉପକୃତ, ବଳକା ୩୦ ହଜାର ଚାଷୀଙ୍କୁ ଉପାୟ ବତାଇଲେ କ୍ରୀଡା ମନ୍ତ୍ରୀ

ଭଦ୍ରକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତିର ଅଧିନରେ ୯ କୋଟି ୨୬ ଲକ୍ଷ ଚାଷୀ ଙ୍କୁ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ…

ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ବିଭାଗୀୟ ଅଧିକାରୀ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ…

ଆଜି ଖୋଲିଲା ପୁଣି ବନ୍ଦ ହେଲା, ୨୦ ଯାଏଁ ଝାରସୁଗୁଡାର ସମସ୍ତ ସ୍କୁଲ ବନ୍ଦ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ୧୯ ଓ ୨୦ ତାରିଖରେ ବନ୍ଦ ରହିବ ସମସ୍ତ ସ୍କୁଲ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନା ଅନୁସାରେ, ଦୀର୍ଘ ଦିନର ଖରାଛୁଟି ପରେ…