ସିକ୍କିମରେ ଫସିଛନ୍ତି ୪ ଓଡ଼ିଆ, ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ
ଭୁବନେଶ୍ବର: ଭାରତର ଉତ୍ତର-ପୂର୍ବ ସିକିମ୍ ରାଜ୍ୟରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ । ସେଥି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର ଥିବା ଜଣା ପଡିଛି । ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ।
ସୂଚନା ଅନୁସାରେ, ନିଜ ପରିବାର ସହିତ ଖରାଛୁଟିରେ ବୁଲିବାକୁ…