ପୁଣି ଭାଇରାଲ ହେଲା ମୋଦୀ ଏବଂ ମେଲୋନୀଙ୍କ ସେଲଫି
ନୂଆଦିଲ୍ଲୀ: ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଟାଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଘରକୁ ଫେରିବା ପୂର୍ବରୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ…