ପ୍ୟାରିସ ଅଲିମ୍ପିକ୍ସରେ ଖେଳିବେନି ଲିଓନେଲ ମେସୀ
ପ୍ୟାରିସ: ବିଶ୍ୱର ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀ ପ୍ୟାରିସ ଅଲିମ୍ପିକ୍ସରେ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆର୍ଜେଂଟିନାର ଏହି ୩୬ ବର୍ଷୀୟ ଷ୍ଟାର ଖେଳାଳି ବୟସ ଏବଂ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ପ୍ରତ୍ୟେକ ଟୁର୍ଣ୍ଣାମେଂଟରେ ଖେଳିବା ସମ୍ଭବପର ନୁହେଁ । ଏହା ମୋ ପାଇଁ ଏକ…