Latest Odisha News

BREAKING NEWS

ଗୋପବନ୍ଧୁଙ୍କ ଗାଁରେ ମୁଖ୍ୟମନ୍ତ୍ରୀ; କହିଲେ,’ ଏ ସରକାର ଗରିବଙ୍କ ସରକାର, ୫ ବର୍ଷରେ ୫୦ ବର୍ଷର କାମ କରିବୁ ।’

ପୁରୀ: ‘ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିକି ଦେଖାଇବୁ ।’ କିଛି ,ମିତି କହି ଆଜି ସୁଆଣ୍ଡୋ ଗାଁରେ ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ପରେ…

ପଦ ଯିବା ପରେ ନବୀନ ନିବାସରୁ ହଟିଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ୨୫ ବର୍ଷର ବିଜେଡି ଶାସନ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳୀୟ ନିଷ୍ପତ୍ତି ଆଧାରରେ ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଆଉ ନବୀନ ପଟ୍ଟନାୟକ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ…

ବର୍ଡର ୨ର ଘୋଷଣା କଲେ ସନୀ ଦେଓଲ

ମୁମ୍ବାଇ: ୨୭ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ସନୀ ଦେଓଲ ଗୁରୁବାର ବର୍ଡର ୨ ଫିଲ୍ମର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ଏହି ଭିଡିଓରେ ସନୀ କହୁଛନ୍ତି ୨୭ ବର୍ଷ ତଳେ ଗୋଟିଏ ସୈନିକ ଶପଥ କରିଥିଲା କି ସେ ଫେରିବ ।…

ତଳକୋର୍ଟରୁ ବି ମିଳିଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

ଭୁବନେଶ୍ବର: ପ୍ରଶାନ୍ତଙ୍କୁ ମିଳିଲା ବଡ ଆଶ୍ବସ୍ତି । ପ୍ରଥମେ ହାଇକୋର୍ଟ ଆଉ ଆଜି ତଳକୋର୍ଟ ଅର୍ଥାତ୍ ଖୋର୍ଦ୍ଧା କୋର୍ଟ ମଧ୍ୟ ପ୍ରଶାନ୍ତ ଜଗଦ୍ଦେପଙ୍କ ଜାମିନକୁ ମଞ୍ଜୁର ଦେଇଛନ୍ତି । ତେବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗତକାଲି ନିୟମିତ ଜାମିନ ପ୍ରଦାନ କରିଥିଲେ…

ଶପଥ ଗ୍ରହଣ ପରେ ଆଜି ନୂଆ ସରକାରଙ୍କ ପ୍ରଥମ ଦିନ, ମହାପ୍ରଭୁଙ୍କ ଦର୍ଶନରୁ କଲେ ଆରମ୍ଭ

ପୁରୀ: ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ଦିନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା…

ନିଟ୍ ବିବାଦ; ଜୁନ୍ ୨୩ରେ ପୁଣି ହେବ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହାକୁ ନେଇ ବଡ ଶୁଣାଣି କରିଛନ୍ତି ସୁପ୍ରମିକୋର୍ଟ । ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରିଛନ୍ତି କୋର୍ଟ । ଏହା ସହିତ ଜୁନ୍ ୨୩ ପୁଣି ପରୀକ୍ଷା ହେବ । ଗ୍ରେସ୍ ମାର୍କ…

ଓଡ଼ିଶାକୁ ନାହିଁ ବାର୍ଡଫ୍ଲୁ ଭୟ, ଫାର୍ମଗୁଡିକୁ କରାଯାଉଛି ସଚେତନ

ଭୁବନେଶ୍ବର: ଏବେ ଦେଶରେ ଚିନ୍ତା ବଢାଇଛି ବାର୍ଡଫ୍ଲୁ । ଅନେକ ରାଜ୍ୟରେ ବାର୍ଡଫ୍ଲୁ ଆତଙ୍କ ଖେଳି ଯାଇଥିବାବେଳେ ଲକ୍ଷଲକ୍ଷ ପକ୍ଷୀ ମଡକ ଦେଖିବାକୁ ମିଳିଛି । ଭାରତ ସମେତ ବିଶ୍ୱର କିଛି ଦେଶରେ ଏବେ ବାର୍ଡ-ଫ୍ଲୁ ମୁଣ୍ଡ ଟେକିଛି। ଗତ ଏପ୍ରିଲରେ କେରଳ, ନାଗପୁର ଓ ଝାଡଖଣ୍ଡରେ ବାର୍ଡ ଫ୍ଲୁ…

ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର, ବିନା ବାଧାରେ ଏକାକାର ହେଉଛନ୍ତି ମହାପ୍ରଭୁ ଓ ଭକ୍ତ

ପୁରୀ: ଦୀର୍ଘଦିନର ଅପେକ୍ଷାର ଘଟିଲା ଅନ୍ତ । ଖୋଲିଲା ମହାପ୍ରଭୁଙ୍କ ଚାରି ଦ୍ବାର । ସକାଳ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରରପୂର୍ବ ଦ୍ବାର(ସିଂହଦ୍ବାର),ଦକ୍ଷିଣ ଦ୍ବାର( ଅଶ୍ବଦ୍ବାର), ପଶ୍ଚିମ ଦ୍ବାର(ବ୍ୟାଘ୍ରଦ୍ବାର) ଏବଂ ଉତ୍ତର ଦ୍ବାର(ହସ୍ତିଦ୍ବାର) ଖୋଲିଛି । କାଲି ବିଜେପି ସରକାରର ପ୍ରଥମ…

ବା‌ଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ୫ ବିଜେପି କର୍ମୀ ଆହତ

କେନ୍ଦୁଝର: ବା‌ଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌। ଘଟଣାରେ ୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ହାଟଡିହି ବ୍ଲକ୍‌ ଧନୁର୍ଜୟପୁରରେ ବାଣ ଫୁଟାଇ ଖୁସି ମନାଉଥିଲେ…

ଭାରତ-ପାକ୍‌‌ ସୀମାନ୍ତରେ ଯବାନଙ୍କୁ ଭେଟିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦୁଇ ଦିନିଆ ଜୈସଲମେର ଗସ୍ତରେ କରିବେ। ଆସନ୍ତାକାଲି (ଜୁନ ୧୩) ଜୈସଲମେର ଗସ୍ତ କରିବେ ଜଗଦୀପ ଧନଖଡ । ଧନଖଡଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସୀମା ସୁରକ୍ଷା ବଳ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ ଧନଖଡ ଭାରତ-ପାକ…