Latest Odisha News

BREAKING NEWS

ବିଧାୟକ ପଦରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜ ଲୋକସଭା ଆସନରୁ ଜିତିବା ପରେ ସମାଜବାଦୀ ପାର୍ଟି (ସପା)ର ମୁଖ୍ୟ ଅଖିଳେଶ ଯାଦବ ବିଧାନସଭା ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କରହଲ ବିଧାନସଭା ଆସନ ଓ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କରହଲ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏବେ ସେ…

ରାମନଗରୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଅଯୋଧ୍ୟାରେ ହେବ ଏନ୍‌ଏସ୍‌ଜି ହବ୍

ଅଯୋଧ୍ୟା: ରାମ ମନ୍ଦିର ଯୋଗୁଁ ଦେଶ ତଥା ବିଶ୍ୱରେ ଅଯୋଧ୍ୟାର ନିଜର ସ୍ଥାନ ରହିଛି। ଏଭଳି ପରିସ୍ଥିତିରେ ଏହାର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ, ବର୍ତ୍ତମାନ ରାମନଗରୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ହବ୍ ନିର୍ମାଣ ହେବ। ଆତଙ୍କବାଦୀ ବିପଦ ତଥା…

ଦୁବାଇରେ ହେବ ମୋଦୀ@୨୦ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୂଲ୍ୟରେ ଦୁବାଇରେ ମୋଦୀ@୨୦ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ନଭେମ୍ବରେ ଅନୁଷ୍ଠିତ ହେବ। ଭାରତ ଓ ଦୁବାଇ ଶିଳ୍ପୀମାନଙ୍କୁ ନେଇ ଏହି ଚିତ୍ରକଳା ଉତ୍ସବରେ ୫୦ରୁ ଊର୍ଦ୍ଧ୍ୱ ପ୍ରବୀଣ ଓ ତରୁଣ କଳାକାରମାନେ ଯୋଗଦେବେ। ସୂଚନାଯୋଗ୍ୟ,…

ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପ୍ରଶଂସା

ଭୁବନେଶ୍ୱର: ମୋହନ ସରକାର ଆସିବା ପରେ ସାମ୍ବାଦିକଙ୍କ ପାଇଁ ହଟିଲା ପ୍ରତିବନ୍ଧକ। ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନ ତଥା ଓଡ଼ିଶା ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିଛନ୍ତି। ପ୍ରତିବନ୍ଧକ ହଟିବା ପରେ ଖୁସିରେ ଗଦ୍‌ଗଦ୍ ହୋଇ ସାମ୍ବାଦିକ ମହଲ ନୂଆ ସରକାରଙ୍କ ଏ ନିଷ୍ପତ୍ତିକୁ…

ଜାମ୍ମୁରେ ଆତଙ୍କ ଖେଳେଇଥିବା ଆତଙ୍କୀଙ୍କ ସ୍କେଚ୍ ଜାରି, ମୁଣ୍ଡ ପିଛା ୨୦ ଲକ୍ଷ ପୁରଷ୍କାର

ଶ୍ରୀନଗର: ଗତକାଲି ଡୋଡୋ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସ ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏମାନଙ୍କ ବାବଦରେ ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ଜାମ୍ମୁ…

ରାତି ପାହିଲେ ରଜ, ଆଜି ସଜବାଜ, ଚାରିଆଡେ ଜମିଲାଣି ଆସର

ଭୁବନେଶ୍ଵର: ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ । ତନ୍ମଧ୍ୟରୁ ଅନ୍ୟତମ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆସନ୍ତାକାଲି ରଜ ପାଳିବେ କୁଆଁରୀ । ସେଥିପାଇଁ ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବନ୍ଧା ହେଲାଣି ବିଭିନ୍ନ ପ୍ରକାରର ଦୋଳି…

ଶ୍ରୀମନ୍ଦିର ଚାରି ଦ୍ୱାରରେ ଲାଗିଲା ଜିଗ୍‌ଜାଗ ବାରିକେଡ୍: ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ

ପୁରୀ: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ରାତାରାତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଶ୍ରୀମନ୍ଦିର ନିୟନ୍ତ୍ରଣ କକ୍ଷରେ ବୈଠକ କରିବା ପରେ ଭକ୍ତମାନେ ଶ୍ରୀମନ୍ଦିରରେ କିପରି ସୁରକ୍ଷିତ ପ୍ରବେଶ…

ଥମିବାର ନାଁ ନଉନାହିଁ ଆତଙ୍କୀ ଆକ୍ରମଣ, ପୁଣି ଆତଙ୍କୀଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଥମିବାର ନାଁ ନେଉନାହିଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଗତ ୩ ଦିନ ମଧ୍ୟରେ ଜାମ୍ମୁର ବିଭିନ୍ନ ସ୍ଥାନରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୁରକ୍ଷାକର୍ମୀ ଚତୁପାଶ୍ୱର୍ରୁ ଆତଙ୍କବାଦଙ୍କୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଗକୁ ଆହୁରି…

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା, ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର

ପୁରୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର । ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଦଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ଚାରିଦ୍ଵାର । ଗତକାଲି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଚାରିଦ୍ଵାର…

ଖରାରୁ ଆସି କୋଲଡ୍ରିଙ୍କସ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଖରାଦିନ ଆସିଲେ କୋଲଡ୍ରିଙ୍କସର ଚାହିଦା ବଢ଼େ । ଖରାରୁ ଆସି କୋଲଡ୍ରିଙ୍କସ୍ ପିଇ ଶାନ୍ତିର ନିଶ୍ୱାସ ମାରନ୍ତି ଅନେକ ଲୋକ । ଯଦିଓ ଏହି ଥଣ୍ଡା ପାନୀୟ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଏହା ଆପଣଙ୍କ ମେଟାବୋଲିଜିମ୍ କୁ ବିଚଳିତ…