ଦକ୍ଷିଣ କୋରିଆରୁ ଟାଏକୋଣ୍ଡୋ ପ୍ରଶିକ୍ଷଣ ନେଇ ଫେରିଲେ ମନମୋହନ, ଅଭିଜିତ
ପୁରୀ: ଦକ୍ଷିଣ କୋରିଆରେ ୩୧ ମେରୁ ଜୁନ ୯ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ଟାଏକୋଣ୍ଡୋ ପ୍ରଶିକ୍ଷଣ ଶିବିର ମୁଜୁଠାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ୧୪ଟି ଦେଶରୁ ୬୧ଜଣ ବଛା ବଛା କ୍ରୀଡାବିତଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା । ସେମାନେ ପ୍ରୋଗ୍ରାମର ମୂଖ୍ୟ ଚୁଲମୀନଙ୍କଠାରୁ ସାର୍ଟିଫିକେଟ ଗ୍ରହଣ…