ଏବେଠାରୁ ବିଜେପିର ମୁଣ୍ଡ ଖରାପ କଲାଣି ଏମଏନଏସ
ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ଏବଂ ଏହାର ଗଠବନ୍ଧନକୁ ମହାରାଷ୍ଟ୍ର ନବନିର୍ମାଣ ସେନା ବିନା ସର୍ତରେ ସମର୍ଥନ କରିଥିଲା । ରାଜ ଠାକରେଙ୍କ ଦଳ ଏବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚାପରେ ପକାଇଛି । ଏମଏନଏସ ଏବେଠାରୁ ୨୦ଟି ସିଟ ଦାବୀ କରିଛି । ଆଦିତ୍ୟ…