Latest Odisha News

BREAKING NEWS

ବକ୍ସ ଅଫିସରେ କମାଲ କରିବ ଶାହାରୁଖ, ଅମୀର ଓ ସଲମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ୨୦୨୩ ଶାହାରୁଖ ଖାଁଙ୍କ ବର୍ଷ ରହିଥିଲା । ଯବାନ, ପଠାନ ଓ ଡଙ୍କି ପରି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଅବଶ୍ୟ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱର ଅମୀର ଖାଁ ଓ ସଲମାନ ଖାଁଙ୍କ ଏହି ବର୍ଷ ଭଲ ନ ଥିଲା । ଉଭୟଙ୍କ କୌଣସି ଫିଲ୍ମ ଆଖିଦୃଶିଆ ବ୍ୟବସାୟ କରିପାରି ନ ଥିଲା । ଏହା…

ମୋହନ ମାଝୀଙ୍କ ଠାରୁ ନେଇ ଭଜନ ଲାଲ ଶର୍ମାଙ୍କ ପର୍ଯ୍ୟନ୍ତ, ଜାଣନ୍ତୁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଥିବା ନେତା

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ପ୍ରଥମ ଥର ପାଇଁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ରାଜ୍ୟରେ ୧୪୭ ଟି ଆସନ ମଧ୍ୟରୁ ୭୮ ଟି ବିଧାନସଭା ଆସନ ଜିତିଛି ବିଜେପି । ବିଜେପିର ବିଜୟ ପରେ ଓଡିଶାରେ କିଏ…

ଘୋଷଣା ହେଲା ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ-୨୦୨୪

ନୁଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ର ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାରର ତୃତୀୟ ସଂସ୍କରଣ ପ୍ରଦାନ କରାଯିବ । ଭାରତ ଏବଂ ବିଦେଶରେ ଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ…

ଓଡିଶାର ୨ ନୂଆ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାକୁ ମିଳିଛି ନୂଆ ମୁଖିଆ । ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ  ପାଟଣାଗଡ଼ ବିଧାୟକ କେଭି ସିଂହଦେଓ…

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ମୋହନ ମାଝୀ

ଭୁବନେଶ୍ୱର: ୨୪ ବର୍ଷ ପରେ ଓଡିଶାକୁ ବିଜେପି ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତାକାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ। ଏବେଠୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ।…

ନିଜ ନାମ ଆଗରୁ ଏବେ ‘ମୋଦୀ କା ପରିବାର’ ହଟେଇବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳର ନେତାମାନେ ‘ମୋଦୀ କା ପରିବାର’ ନାମରେ ଏକ ଅଭିଯାନ ଚଳାଇଥିଲେ। ଏହା ଅଧୀନରେ ବିଜେପି ନେତା ଓ କର୍ମୀମାନେ ସୋସିଆଲ ମିଡିଆରେ ନିଜ ନାମ ଆଗରେ 'ମୋଦୀ କା ପରିବାର' ଲେଖିଥିଲେ। ବର୍ତ୍ତମାନ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ବିଜେପିର ଖରାପ ପ୍ରଦର୍ଶନର କାରଣ ଜଣାଇଲା ଆରଏସଏସର ମୁଖପତ୍ର

ନୂଆଦିଲ୍ଲୀ: ଲୋକସଭା ୨୦୨୪ରେ ଏନଡିଏ ସରକାର ଗଠନ କରିବାରେ ସଫଳ ହୋଇଥିଲେ ମଧ୍ୟ ବିଜେପିର ପ୍ରଦର୍ଶନ କେତେକ ସ୍ଥାନରେ ନୈରାଶ୍ୟଜନକ ରହିଛି । ଗତ ଥର ତୁଳନାରେ ବିଜେପିର ସିଟ ସଂଖ୍ୟା କାହିଁକି କମିଲା ସେ ନେଇ ମନ୍ଥନ ଆରମ୍ଭ ହୋଇଛି । ଆରଏସଏସର ମୂଖପତ୍ର ଅର୍ଗାନାଇଜରରେ ଅତ୍ୟଧିକ ଆତ୍ମବିଶ୍ୱାସ…

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ୟୁପି-ମଧ୍ୟପ୍ରଦେଶ-ଛତିଶଗଡ ଭଳି ଓଡିଶାରେ ମଧ୍ୟ ବିଜେପି…

ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ‘ଅମରାବତୀ’, ସ୍ପଷ୍ଟ କଲେ ଚନ୍ଦ୍ରବାବୁ

ଅମରାବତୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଘୋଷଣା। ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ଅମରାବତୀ । ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପୂର୍ବରୁ ସେ ଏହା ଘୋଷଣା କରିଛନ୍ତି। ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ…

ସବୁ ଚର୍ଚ୍ଚା ଉପରେ ବିରାମ, ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ  । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ…