Latest Odisha News

BREAKING NEWS

ରାଜ୍ୟରେ ଆଉ ୪ ଦିନ ଗୁଳୁଗୁଳି, ହିଟ୍ ଓ୍ବେଭ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଛି । ହେଲେ ଏବେବି ଅସହ୍ୟ ଗରମ ସହ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି । ତେବେ ଆହୁରି ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି…

ଜୁନ୍ ୧୧ ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ

ଭୁବନେଶ୍ବର: ରବିବାର ସରିଛି ମୋଦି ୩.୦ ସରକାର ଶପଥ ଗ୍ରହଣ । ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି । ଅନ୍ୟପଟେ ପୂର୍ବରୁ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ହୋଇଥିବାବେଳେ ଏଥିରେ…

ମୋଦୀଙ୍କ କ୍ୟାବିନେଟରେ ନାହାଁନ୍ତି ଜଣେ ବି ମୁସଲମାନ, ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ…

ବାଲେଶ୍ବର ହସ୍ପିଟାଲରୁ ଚୋରି ହୋଇଥିବା ନବଜାତ ଉଦ୍ଧାର

ବାଲେଶ୍ଵର: ଉଦ୍ଧାର ହେଲା ଚୋରି ହୋଇଥିବା ନବଜାତ ଶିଶୁ । ଜଳେଶ୍ବର ଅଞ୍ଚଳରୁ ନବଜାତ ପୁତ୍ରକୁ ଉଦ୍ଧାର କଲା ପୋଲିସ । ନବଜାତକୁ ଚୋରି କରିଥିବା ମହିଳା ସମେତ ଆଶା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଶିଶୁପୁତ୍ରକୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୭୨ ଜଣ ମନ୍ତ୍ରୀ, ସେଥିରୁ ୩୩ଟି ନୂଆ ଚେହେରା

ନୂଆଦିଲ୍ଲୀ: ବିଧିବଦ୍ଧ ଭାବରେ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ସ୍ଵତନ୍ତ୍ର ରାଜ୍ୟ ମନ୍ତ୍ରୀ, ଓ ୩୬ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ…

ଶରୀର ପାଇଁ ଖୁବ୍ ହିତକାରୀ ଅମୃତ ଭଣ୍ଡା

ଭୁବନେଶ୍ୱର: ଫଳ ଓ ପନିପରିବା ମଧ୍ୟରେ ଅମୃତ ଭଣ୍ଡା ହୋଉଛି ଅନ୍ୟତମ । ଅନେକ ଲୋକେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ବି କରନ୍ତି । ତେବେ କେହି କେହି ପାଚିଲା ଅମୃତଭଣ୍ଡା ଖାଇବାକୁ ପସନ୍ଦ କରନ୍ତି । ଆଉ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମେ ରାତିରେ ରୁଟି ସହ ଭଣ୍ଡା ସନ୍ତୁଳା ମଧ୍ୟ…

ବିଜେପି ସରକାରର ମୁଖ୍ୟମନ୍ତ୍ରୀ କିଏ ହେବେ ବାଛିବା ପାଇଁ ଦୁଇ ବରିଷ୍ଠ ନେତାଙ୍କୁ ନିଯୁକ୍ତି

ଭୁବନେଶ୍ୱର: ମୋଦୀ ସରକାରର ତୃତୀୟ ପାଳିର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଏବେ ଅପେକ୍ଷା କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏଥିପାଇଁ ଦଳ ଦୁଇ ନେତାଙ୍କୁ ଦାୟିତ୍ବ ଦେଇଛି। କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ବାଛିବା…

ନଡ୍ଡା ହେଲେ ମୋଦୀ ସରକାରରେ ମନ୍ତ୍ରୀ, ଦଳ ପାଇବ ନୂଆ ସଭାପତି

ନୂଆଦିଲ୍ଲୀ: ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ୨୦୨୨ରୁ ଦଳର ୧୧ତମ ସଭାପତି ଥିବା ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନ ଲଢ଼ିଥିଲା। ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହାଙ୍କ ପରେ ନଡ୍ଡା ଶୁକ୍ରବାର ମନ୍ତ୍ରୀ ଭାବେ…

ଏପଟେ ଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବ, ସେପଟେ ଜମ୍ମୁରେ ଆତଙ୍କୀ ହମଲା!

ଶ୍ରୀନଗର: ଗୋଟିଏ ପଟେ ମୋଦୀ ସରକାରର ତୃତୀୟ ପାଳି ପାଇଁ ଶପଥ ଗ୍ରହଣ ଉତ୍ସବ ପାଇଁ ସାରା ଦେଶର ନଜର ରାଷ୍ଟ୍ରପତି ଭବନ ଉପରେ କେନ୍ଦ୍ରୀତ ଥିଲା। ଅନ୍ଯପଟେ ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ଏକ ମନ୍ଦିରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି…

ଅବସର ପରେ କ’ଣ କରିବେ ପାଣ୍ଡିଆନ? କହିଲେ କିଛି ଏମିତି……

ଭୁବନେଶ୍ୱର: ଚଳିତ ନିର୍ବାଚନ ରାଜ୍ୟ ରାଜନୀତିରେ ଆଣିଦେଇଛି ଘୂର୍ଣ୍ଣିଝଡ଼ | ନିରଙ୍କୁଶ ବିଜେଡି ସରକାର ହାତରୁ ଶାସନ ଭାର ଛଡାଇନେଇଛି ବିଜେପି | ଏ ସବୁପାଇଁ ଦାୟୀଥିଲେ କାଳେ ବିଜେଡି ନେତା ଭି କେ ପାଣ୍ଡିଆନ | ଯାହାଙ୍କୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ପରେ ଆଜି ରାଜନୀତିରୁ ସନ୍ନ୍ୟାସ…