Latest Odisha News

BREAKING NEWS

ହସ୍ପିଟାଲରୁ ଶିଶୁପୁତ୍ର ଚୋରି

ବାଲେଶ୍ବର: ହସ୍ପିଟାଲରୁ ଶିଶୁପୁତ୍ର ଚୋରି । ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ବିଭାଗରୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, କାଲି ରାତିରେ ଜନ୍ମିତ ଶିଶୁକୁ ଶିଶୁ ଓ୍ବାଡ୍ ରେ ଟିକା ଦିଆଯିବ କହି…

୧୭ରେ ଖୋଲିବ ସ୍କୁଲ, ସପ୍ତାହେ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ଵର: ସରିବାକୁ ଯାଉଛି ଗ୍ରୀଷ୍ମ ଅବକାଶ ଛୁଟି । ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, କର୍ମଚାରୀ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ  । ମୋଟ ୪୮,୨୪୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । jee.adv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି । ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ। ଜେଇଇ ଆଡ଼ଭାନ୍ସଡ…

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି:ପ୍ରଶାନ୍ତ

ଭୁବନେଶ୍ବର: ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି । ଏହିଭଳି କହି ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । ୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମେଡ଼ିକାଲରୁ ଡିସଚାର୍ଜ…

ବାବର ଆଜମଙ୍କୁ ଥଟ୍ଟା କଲେ ରିଷଭ ପନ୍ତ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଏହା ପୂର୍ବରୁ ଏକ ସାକ୍ଷାତକାରରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପରୋକ୍ଷରେ ବାବର ଆଜମଙ୍କୁ ଥଟ୍ଟା କରିଛନ୍ତି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ…

ବଦଳିଲା ତାରିଖ, ୧୦ ରେ ନୁହେଁ ଏହି ତାରିଖରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ପୂର୍ବରୁ ଜୁନ ୧୦ ତାରିଖ ଶପଥ ଗ୍ରହଣ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ତାରିଖ ବଦଳିଛି । ଜୁନ ୧୦ ନୁହେଁ ୧୨ ଜୁନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟ…

ଧମେନ୍ଦ୍ରଙ୍କୁ ଫୋନ୍‌ କଲ୍‌,ମିଳିବ କି ବଡ଼ ମନ୍ତ୍ରୀପଦ?

ଭୁବନେଶ୍ବର: ଆଜି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି ।…

୩ ଦିନ ହେଲା ନିଖୋଜ ଥିବା ମହିଳା ମିଳିଲେ ଅଜଗର ପେଟରୁ

ନୂଆଦିଲ୍ଲୀ: ଇଣ୍ଡୋନେସିଆରୁ ଏକ ଆଶ୍ଚର୍ଯ୍ୟଚକିତ କରିବା ଖବର ହସ୍ତଗତ ହୋଇଛି । ଏଠାରେ ଜଣେ ମହିଳା ୩ ଦିନ ହେବ ନିଖୋଜ ଥିଲେ । ବହୁତ ଖୋଜାଖୋଜି କରିବା ପରେ ପରିବାର ଲୋକ ତାଙ୍କୁ ପାଇ ନ ଥିଲେ । ବହୁତ ଖୋଜାଖୋଜି କରିବା ପରେ ତାଙ୍କର କିଛି ବ୍ୟବହୃତ ସାମଗ୍ରୀ ମିଳିଥିଲା । ଏହି ସମୟରେ ଏକ ୧୬…

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ,୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି: ମାଲକାନଗିରି ଏମଭି-୩ ସ୍ଥିତ କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଆଜି ସକାଳେ…

ରାଜନୀତିରୁ ଅବସର ନେଲେ ଅଚ୍ୟୁତ

ଭୁବନେଶ୍ଵର: ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା…