ବିବାହ ବନ୍ଧନରେ ବାନ୍ଧିହେଲେ ୧୦୦ ବର୍ଷର ବରକୁ ୯୬ ବର୍ଷୀୟା କନ୍ୟା
ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକାର ନାୟକ ସାଜିଥିବା ହରୋଲ୍ଡ ଟେରେନ୍ସଙ୍କ ବିବାହ ଏବେ ଚର୍ଚ୍ଚାରେ କାରଣ ସାଜିଛି । ହରୋଲ୍ଡ ୧୦୦ ବର୍ଷ ବୟସରେ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୯୬ ବର୍ଷୀୟା ଜୀନ ସ୍ୱଲୀନଙ୍କୁ ବିବାହ କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହରୋଲ୍ଡଙ୍କ ସମେତ…