ଏଥର ବିଧାୟକ ଗାଦିରେ ୧୦୭ କୋଟିପତି, ୨୨୭ କୋଟିର ମାଲିକ ସନାତନ
ଭୁବନେଶ୍ବର: ସରିଯାଇଛି ନିର୍ବାଚନ । ଭାଙ୍ଗିଯାଇଛି ପୁରୁଣା ସରକାର । ଇସ୍ତଫା ଦେଇସାରିଲେଣି ମୁଖ୍ୟମନ୍ତ୍ରୀ । ଚାଲିଛି କାମଚଳା ସରକାର କାଳ । ଆଉ ମାତ୍ର ଦିନଟିଏ । ପୁଣି ଗଢା ହେବ ନୂଆ ସରକାର । ୨୪ ବର୍ଷ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ପୁଣି ଗଢା ହେବ ନୂଆ…