ମୋଦି ୩.୦…ସର୍ତ୍ତ ଲାଗୁ
ଭୁବନେଶ୍ବର: କେନ୍ଦ୍ରରେ ପୁଣି ମୋଦି ସରକାର। ଏନଡିଏ ସଂସଦୀୟ ଦଳ ନେତା ହୋଇଛନ୍ତି ନରେନ୍ଦ୍ର ମୋଦି । ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ତାଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ରବିବାର ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବିଜେପିକୁ ଏକାକୀ ଏଥର ବହୁମତ ମିଳିନଥିବା…