Latest Odisha News

BREAKING NEWS

ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ୯ରେ ହେବ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ଆଜି (ଶୁକ୍ରବାର) ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଚୟନ କରାଯାଇଛି । ନେତା ନିର୍ବାଚିତ ହେବା ପରେ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ…

ଟି୨୦ ବିଶ୍ୱକପର ବଡ ବିପର୍ଯ୍ୟୟ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ସୁପର ଓଭରରେ ଆମେରିକା ୧୮ ରନ କରିଥିଲା । ପାକିସ୍ତାନ ୭ ରନରେ ହାରି ଯାଇଥିଲା । ଟି୨୦ ବିଶ୍ୱକପର ବଡ ବିପର୍ଯ୍ୟୟ ଉପରେ ଆସନ୍ତୁ ନଜର ପକାଇବା । ୨୦୦୯ରେ ନେଦରଲାଣ୍ଡ…

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସୁରକ୍ଷାକର୍ମୀ ଗିରଫ; ଜାଣନ୍ତୁ, ଏହା ପଛର କାରଣ

ଚଣ୍ଡିଗଡ଼: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଥିବା ସିଆଇଏସଏଫ୍ ମହିଳା ସୁରକ୍ଷାକର୍ମୀ କୁଲଦୀପ କୌର ଗିରଫ । ତାଙ୍କ ନାମରେ ଆଇପିସି ଧାରା ୩୨୩ ଏବଂ ୩୪୧ ଅନୁସାରେ ମାମଲା ରୁଜୁ ହୋଇଛି । ତେବେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଇଯାଇଥିଲା । ତେବେ…

୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ୨୪ ମୁସଲମାନ ସାଂସଦ

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବ ଭାରତରେ ଏବେ ଶେଷ ହୋଇଛି । ଏନଡିଏ ମେଂଟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନରେ ଭିନ୍ନ ଭିନ୍ନ ଦଳରୁ ୨୪ ମୁସଲମାନ ସାଂସଦ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୟୁସୁଫ ପଠାନ, ଇକରା ଚୌଧୁରୀଙ୍କ ପରି…

ବଜ୍ରାଘାତରେ ୪ ମୃତ,୪ ଗୁରୁତର

ଭୁବନେଶ୍ବର: ବଜ୍ରାଘାତ ହେଲା କାଳ। ବଜ୍ରାଘାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଘଡିଛି ଏଭଳି ଅଭାବନୀୟ ଘଟଣା । ମହୁଲଡିଆ ଥାନା କୋଇଲିପାଳ ଗାଁରେ ବଜ୍ରାଘାତରେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି ।…

ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରତିକ୍ରିୟା ଦେଲେ ଅରୁଣ ଓ ପ୍ରଭାତୀ, ଏମିତି କହିଲେ….

ପୁରୀ: ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶ୍ରୀମନ୍ଦିର ମୁହାଁ ଏବେ ନେତା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ନେତା । ତେବେ ବିଜେଡ଼ି ନେତା ଅରୁଣ ସାହୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ…

ଲକ୍ଷ୍ମୀ ବସ୍‌ ଡ୍ରାଇଭରକୁ ମାଡ଼,ବେକ ଓ ହାତରେ ଲାଗିଛି ଆଘାତ

ଭଦ୍ରକ: ଲକ୍ଷ୍ମୀ ବସ୍‌ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ । ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ୨ ଯୁବକ ଡ୍ରାଇରଙ୍କୁ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସକୁ୍‌ ବିରୋଧ କରି ଡ୍ରାଇଭରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭରଙ୍କ ବେକ ଓ ହାତରେ ଆଘାତ…

ସୁଜାତା କାର୍ତ୍ତିକେୟନ ଗଲେ ଛୁଟିରେ, ପୂର୍ବରୁ ଓଡ଼ିଶା ବାହାରକୁ ଯାଇଛନ୍ତି ସ୍ବାମୀ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର: ଆଇଏଏସ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡିର ନମ୍ବର ଟୁ ନେତା ଭି,କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଥିବା ସେ ତାଙ୍କ ଛୁଟି ଆବେଦନ ଚିଠିରେ ଉଲ୍ଲେଖ…

ନକଲି ପ୍ରମାଣପତ୍ର ଦେଖାଇ ସଂସଦକୁ ପଶିବାକୁ ଉଦ୍ୟମ, ୩ ଜଣଙ୍କୁ ବାନ୍ଧିଲା ସଂସଦ ପୋଲିସ

ନୂଆଦିଲ୍ଲୀ: ପୁଣି ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ।ନକଲି ଆଧାରକାର୍ଡ ଦେଖାଇ ପଶିଲେ ଦୁବୃର୍ତ୍ତ । ରାଜଧାନୀ ଦିଲ୍ଲୀର ପୁରୁଣା ସଂସଦର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ପୁରୁଣା ସଂସଦ ଭବନରେ ୩ ଜଣ ଦୁବୃର୍ତ୍ତ ପଶିଥିଲେ। ଏହି…

‘ଆଗାମୀ ଦିନରେ ଓଡ଼ିଶା ସଶକ୍ତ ଏବଂ ଉନ୍ନତ ରାଜ୍ୟ ହେବ’

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ…