Latest Odisha News

BREAKING NEWS

ନିର୍ବାଚନ ଜିତିବା ପରେ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶର୍ବାଦ ନେଲେ ପଓ୍ବନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

ପିଥାପୁରମ: ସାଉଥ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ରାଜନୀତିରେ ମିଳିଛି ବଡ ସଫଳତା । ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି ଅଭିନେତା ପଓ୍ନନ । ଆନ୍ଧ୍ରପ୍ରଦେଶର ପିଥାପୁରମରେ ଐତିହାସିକ ରାଜନୈତିକ ବିଜୟ ପରେ ହାଇଦ୍ରାବାଦରେ ଚିରଞ୍ଜୀବଙ୍କ…

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ। ବେଙ୍ଗାଲୁରୁର ଏକ କୋର୍ଟ ରାହୁଲଙ୍କ ଉପରେ ରହିଥିବା ମାନହାନି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲା। ଏହି ଜାମିନ ବେଙ୍ଗାଲୁରୁର ୪୨ତମ…

ଆନ୍ଧ୍ରପ୍ରଦେଶରେ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଜାରି ରହିବ: ସ୍ପଷ୍ଟ କରିଛି ବିଜେପିର ସହଯୋଗୀ ଟିଡିପି

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା କେ.ରବିନ୍ଦ୍ର କୁମାର ଆନ୍ଧ୍ରପ୍ରଦେଶର ମୁସଲମାନମାନଙ୍କୁ ସଂରକ୍ଷଣ ଜାରି କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ରବିନ୍ଦ୍ର କୁମାର କହିଛନ୍ତି, ଆମେ ଏହାକୁ ଜାରି ରଖିବୁ ଏବଂ ଏଥିରେ କୌଣସି ଅସୁବିଧା ନାହିଁ। ରବିନ୍ଦ୍ର କୁମାରଙ୍କ କଥା ଅତ୍ୟନ୍ତ…

ମୋଦୀ ୩.୦; ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ଏହାପରେ ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ଭାବେ…

ଝାରସୁଗୁଡ଼ା ସହର ସାରା ପାଣ୍ଡିଆନଙ୍କ ପୋଷ୍ଟର

ଝାରସୁଗୁଡ଼ା: ଚଳିତ ନିର୍ବାଚନରେ ଓଡିଶାର ୨୪ ବର୍ଷର ନିରବଚ୍ଛିନ୍ନ ସରକାରକୁ ଲାଗିଛି ଶକ୍ତ ଝଟକା । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି ଓ କେତେକଙ୍କୁ ପୁରା ଚକିତ ମଧ୍ୟ କରିଛି। ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କ ଓଭର କନଫିଡେନ୍ସ ଆଜି ନବୀନ ଓଡ଼ିଶା ଅନ୍ତର ଏକ…

ନାସାଉ କାଂଉଟି କ୍ଲବ ପିଚ ବିପଦପୂର୍ଣ୍ଣ ବୋଲି ମାନିଲା ଆଇସିସି

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ନାସାଉ କାଂଉଟିର ପିଚ ନେଇ ଭାରତ ସମେତ ଅନ୍ୟ ଟିମଗୁଡିକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହି ପିଚ ମାରାତ୍ମକ ବୋଲି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାନିଛି । ପିଚକୁ ଖେଳିବା ଉପଯୋଗୀ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଏହି…

ବାୟୁ ପ୍ରଦୂଷଣ ଟାଇପ- ୨ ଡାଇବେଟିସ ବୃଦ୍ଧିର ମୁଖ୍ୟ କାରଣ

ବାୟୁ ପ୍ରଦୂଷଣ ଯେ କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ ଜାଣିଛେ, ହେଲେ ଏକ ନୂତନ ଅନୁସନ୍ଧାନ ଆଉ ଏକ ରୋଗ ବିପଦକୁ ଇଜ୍ଞିତ କରୁଛି।…

ଆଜିଠୁ ଯୁକ୍ତ ଦୁଇ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। ଦିନ ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ୍ ଫର୍ମ। ଛାତ୍ରଛାତ୍ରୀ www.samsodisha.gov.in ଏହି ୱେବସାଇଟକୁ ଯାଇ ଆବେଦନ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ…

୧୨ ତାରିଖରୁ ପର୍ଯ୍ୟଟକଙ୍କୁ ମନା ଶିମିଳିପାଳ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅକ୍ଟୋବର ମାସ ପର୍ଯ୍ୟନ୍ତ ପରିଦର୍ଶକମାନଙ୍କ ପାଇଁ  ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ…

ଏନଡିଏର ସଂସଦୀୟ ବୈଠକ, ବଣ୍ଟାଯାଇପାରେ ମନ୍ତ୍ରୀ ପଦ

ନୁଆଦିଲ୍ଲୀ: ଆଜି ବସୁଛି ଏନଡିଏ ଦଳର ସଂସଦୀୟ ବୈଠକ । ମୋଦି ୩.୦ର କାଳ ଆରମ୍ଭ ହେବା ପୂର୍ବରୁ ବସୁଛି ଏନଡିଏ ଦଳର ବୈଠକ । ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେବା ସହ ବଣ୍ଟା ହୋଇପାରେ ମନ୍ତ୍ରୀ ପଦ । ସେପଟେ ମନ୍ତ୍ରୀ…