Latest Odisha News

BREAKING NEWS

ନିର୍ବାଚନରେ ଦଳୀୟ ନେତାଙ୍କ ପରାଜୟର କାରଣ ଖୋଜାଯିବ: ପ୍ରଣବ ପ୍ରକାଶ ଦାଶ

ଭୁବନେଶ୍ୱର: ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନକୁ ନେଇ ଆଜି ସମୀକ୍ଷା ବୈଠକ କରିଥିଲେ ବିଜେଡି ସୁପ୍ରିମୋ ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀମାନେ ଭୁବନେଶ୍ୱର ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ…

ବିଦାୟୀ ମ୍ୟାଚରେ ଗୋଲ କରିପାରିଲେ ନାହିଁ ଛେତ୍ରୀ

କୋଲକାତା: ଭାରତର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ନୈରାଶ୍ୟଜନକ ଢ଼ଙ୍ଗରେ ଶେଷ ହୋଇଛି । ସଲ୍ଟ ଲେକ ଷ୍ଟାଡିୟମରେ ଫିଫା ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ଭାରତ ଓ କୁଏଟ ସାମ୍ନା ସାମ୍ନି ହୋଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଗୋଲଶୂନ୍ୟ ଭାବେ…

‘ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି, ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟିନେବେ’

ଭୁବନେଶ୍ୱର: ଓଡ଼ିଶାକୁ ଜଙ୍ଗଲ, ଜମି, ଖଣି ଓ ପାଣି ଲୁଟେରା ସରକାର ଆସୁଛି । ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ମୋଦି ଲୁଟିନେବାକୁ ଯୋଜନା କରିଥିବା କହି ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ବରୁ ଭାରତୀୟ ଜନତା ପାର୍ଟିର ସରକାର ଛତିଶଗଡ଼, ଗୁଜରାଟ ଓ ମଧ୍ୟପ୍ରଦେଶରେ…

ଦିଲ୍ଲୀର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: କଂଗ୍ରେସ ସହିତ ମେଂଟ କରି ଆମ ଆଦମୀ ପାର୍ଟି ଲୋକସଭାରେ ନିର୍ବାଚନରେ ଲଢ଼ିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟଙ୍କ ରାସ୍ତା ଅଲଗା ହୋଇଛି । ଆପର ବରିଷ୍ଟ ନେତା ଗୋପାଳ ରାୟ କହିଛନ୍ତି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଏକାକୀ ଲଢ଼ିବ । ସୂଚନାଯୋଗ୍ୟ, ଆପର…

ଗେଲଙ୍କ ରେକର୍ଡ ଭାଙ୍ଗିଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଏକ ରେକର୍ଡ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଚଳିତ ଟି୨୦ ବିଶ୍ୱକପରେ ଭାଙ୍ଗି ଦେଇଛନ୍ତି । ଓମାନ ବିପକ୍ଷ ମ୍ୟାଚରେ ସେ ୫୧ ବଲରେ ୫୬ ରନ ସଂଗ୍ରହ କରିଥିଲେ । ୱାର୍ଣ୍ଣରଙ୍କ ଏହା ଟି୨୦ରେ ୧୧୧ତମ ଅର୍ଦ୍ଧଶତକ । ଏହା…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର: ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା । ନିର୍ବାଚନୀ ଆଦର୍ଶ ଆଚରଣ ବିଧି ହଟିବା…

ମହଙ୍ଗା ପଡିଲା ସାଂସଦଙ୍କୁ ଚାପୁଡା ମାରିବା, କାର୍ଯ୍ୟରୁ ନିଲମ୍ବନ ହେଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ: ମହଙ୍ଗା ପଡିଲା ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ନବ ନିର୍ବାଚିତ ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଆଇଏସଏଫ ଗାର୍ଡଙ୍କ ଚାପୁଡ଼ା ମାରିବା । କାର୍ଯ୍ୟରୁ ନିଲମ୍ବିତ ହେଲେ ସିଆଇଏସଏଫ ଗାର୍ଡ । ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ…

ବିଏସକେୱାଇ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ, ବିନା ବାଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରିଛି ସାଧାରଣ ନିର୍ବାଚନ ୨୦୨୪ । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ବଦଳିଛି ଓଡିଶାର ରାଜନୈତିକ ପାଣିପାଗ । ସରକାର ବଦଳିବା ପରେ ବିରୋଧୀ ଙ୍କର ଆରମ୍ଭ ହୋଇଯାଇଛି ଦୋଷଲଦା କାମ । ତେବେ ଗତକାଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ବନ୍ଦ ହୋଇଯାଇଥିବା ନେଇ…

ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଜନତା ମାଇଦାନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ଏଥିସହ ଦଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଓଡିଶାରେ ଗଠନ ହେବ ନୂତନ ସରକାର । ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖରେ ଜନତା…

ଟି୨୦ ବିଶ୍ୱକପ : ନ୍ୟୁୟର୍କ ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଟିମ ଇଣ୍ଡିଆ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯାଉଛି । ଚଳିତ ସଂସ୍କରଣରେ ପ୍ରଶଂସକଙ୍କ ସଂଖ୍ୟା କମ ଥିବା ବେଳେ ଏ ପର୍ଯ୍ୟନ୍ତ ସେଭଳି ରୋମାଂଚକ ମୁକାବିଲା ଦେଖିବାକୁ ମିଳି ନାହିଁ । ନାସାଉ କ୍ରିକେଟ ଷ୍ଟାଡିୟମରେ ୨ଟି ମ୍ୟାଚ ଖେଳାଯାଇଛି ଏବଂ ୧୦୦ରୁ ଊର୍ଦ୍ଧ୍ୱ ସ୍କୋର କେହି…