ଓଡିଶାବାସୀଙ୍କୁ ନବୀନଙ୍କ ବାର୍ତ୍ତା, କହିଲେ ପରାଜୟ ମୋତେ ବିବ୍ରତ କରେ ନାହିଁ
ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଭାଙ୍ଗିଛି ନବୀନ ଗଡ । ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ଓଡିଶାକୁ ଶାସନ କରି ଆସୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ଜିତିଥିଲେ ମାତ୍ର ୨୦୨୪ନିର୍ବାଚନରେ ୫୧ଟି ଆସନ ହାସଲ କରି ଷଷ୍ଠ ଥର…