Latest Odisha News

BREAKING NEWS

ବଡମ୍ବାରେ ହାରିଲେ ଦେବି ମିଶ୍ର, ଜିତେଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

ବଡମ୍ବା: ବଡମ୍ବାରେ ବିଜେଡିର ପରାଜୟ । ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଠାରୁ ପରାସ୍ତ ହେଲେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର । ୨୩ ହଜାର ୪୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର । ତେବେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା…

କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କ ବାଜିମାତ୍

କେନ୍ଦ୍ରାପଡା: ଦୀର୍ଘ ୨୫ ବର୍ଷର ସରକାରର ପତନ ଘଟିଛି । ଓଡ଼ିଶାରେ ଫୁଟିଛି ପଦ୍ମ । ଯାହାକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ୫ ଲକ୍ଷ ୭୬ ହଜାର ୭୯୯ ଭୋଟରେ ବିଜୟ…

ପରାଜୟ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଲେ ନବୀନ…

ଭୁବନେଶ୍ୱର: ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ''ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ…

କାକଟପୁର ଆସନରୁ ତୁଷାରକାନ୍ତି ବେହେରାଙ୍କ ବିଜୟ

କାକଟପୁର: କାକଟପୁର ଆସନରୁ ବିଜୟ ଲାଭ କଲେ ବିଜେଡି ପ୍ରର୍ଥୀ ତୁଷାରକାନ୍ତି ବେହେରା । ପ୍ରତିଦ୍ୱନ୍ଦ୍ୱୀ ବାଇଧର ମଲ୍ଲିକଙ୍କୁ ହରାଇ ବାଜିମାତ୍ କରିଛନ୍ତି ତୁଷାରକାନ୍ତି । ୮୪୦୧୦ ଭୋଟରେ ବାଜିମାତ୍ କରିଛନ୍ତି ତୁଷାର । ୨୩୧୫୧ ଖଣ୍ଡ ଭୋଟରେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ…

ପଦ୍ମପୁର ବିଧାନସଭାରେ ବିଜେଡି ବିଜୟୀ

ପଦ୍ମପୁର: ପଦ୍ମପୁରରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୧୦୯୯୩ ଭୋଟରେ ବିରୋଧି ଦଳର ପ୍ରାର୍ଥୀଙ୍କୁ ହରାଇଛନ୍ତି ବର୍ଷା । ମୋଟ ୯୧୯୯୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ବର୍ଷା । ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ରାଜନୀତିକୁ ଓହ୍ଲାଇଥିଲେ ବର୍ଷା ।…

ନିଜ ଗଡରେ ନିଜର ସ୍ଥିତି ବଜାୟ ରଖିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଆଠଗଡ: ଆଠଗଡରେ ନିଜର ସ୍ଥିତି ବଜାୟ ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଷ୍ଟମ ଥର ପାଇଁ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ରଣେନ୍ଦ୍ର । ୩୪୭୭ ଭୋଟରେ ପ୍ରତିଦ୍ଵନ୍ଦି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ହରାଇଛନ୍ତି ରଣେନ୍ଦ୍ର । ରାଜା ସ୍ଵାଇଁଙ୍କୁ ୮୪୯୫୪ ଖଣ୍ଡ ଭୋଟ…

କ୍ଷମତା ବଜାୟ ରଖିଲେ ପ୍ରତାପ, ହାରିଲେ ଲେଖାଶ୍ରୀ

ବାଲେଶ୍ଵର: କ୍ଷମତା ବଜାୟ ରଖିଲେ ପ୍ରତାପ ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ଲେଖାଶ୍ରୀଙ୍କୁ ହରାଇ ବାଜିପାତ୍ କରିଛନ୍ତି ପ୍ରତାପ ଷଡଙ୍ଗୀ । ୪୦ ହଜାରରୁ ଅଧିକ ଭୋଟରେ ପ୍ରତାପ ବାଜିମାତ୍ କରିଛନ୍ତି । ତେବେ ବିଜୟ ହାସଲ ପରେ ମନ୍ତ୍ରୀ ହେବେ କି ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର । ୫ଲକ୍ଷ ୨୬…

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଓଡିଶାରେ ଐତିହାସିକ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ଏକ୍ସ' ରେ ପୋଷ୍ଟ କରି ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା…

ସେପଟେ ପୁଅ ଏପଟେ ମା’, କୋରେଇରେ ସନ୍ଧ୍ୟାରାଣୀଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଆକାଶ

କୋରେଇ: କୋରେଇରେ ବିଜେପି ପ୍ରାର୍ଥୀ ଅଭିନେତା ଆକାଶ ଦାସନାୟକଙ୍କ ବିଜୟ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଅଭିନେତା ଆକାଶ ଦାସନାୟକ । ୬ ହଜାର ୩୫୦ ଭୋଟରେ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇଛନ୍ତି ଆକାଶ । ସନ୍ଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି…

ଧାମନଗରରେ ବାଜି ମାରିଲା ବିଜେପି,ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: ଧାମନଗରରେ ବାଜି ମାରିଲା ବିଜେପି । ଧାମନଗରରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ।ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇ ଧାମନଗର ଆସନ ହାତେଇଛନ୍ତି । ସୁରଜ ୭ ହଜାର ୯୩୧ ଭୋଟରେ ସଞ୍ଜୟଙ୍କୁ ପରାସ୍ତ କରିଛନ୍ତି । ଏହି…