ଜୟପୁର ଆସନରେ ପୁଣି ସ୍ଥିତି ବଜାୟ ରଖିଲେ ତାରା
ଜୟପୁର: ଜୟପୁର ବିଧାନସଭାରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ । ବିଜେଡିର ଇନ୍ଦିରା ନନ୍ଦଙ୍କୁ ହରାଇଲେ ତାରା ।
କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ…