Latest Odisha News

BREAKING NEWS

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି । ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର ମାଳା ମାଢିଙ୍କୁ ହରାଇଛନ୍ତି…

ଧର୍ମଗଡରେ ବିଜେପିର ବାଜିମାତ୍, ଜିତିଲେ ସୁଧୀର ପଟ୍ଟଯୋଶୀ

ଧର୍ମଗଡ: ଧର୍ମଗଡରେ ଝଣ୍ଡା ପୋତିଲା ବିଜେପି । କଳାହାଣ୍ଡି ଧର୍ମଗଡ ବିଧାନସଭାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପଟ୍ଟଯୋଶୀ । ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ୧୮, ୬୮୫ ଭୋଟରେ ପରାସ୍ତ କରିଛନ୍ତି ବିଜେପିର ସୁଧିର ରଞ୍ଜନ ପଟ୍ଟଯୋଶୀ । ଏବେ ଓଡିଶାରେ ଚାଲିଛି…

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର: ସମ୍ବଲପୁରରେ ବିଜେପିର ବିଜୟ । ସମ୍ବଲପୁର ବିଧାସଭା ଆସନରୁ ବିଜୟ ଲାଭ କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଟକ୍କର ଦେଇ ବିଜେୟ ହୋଇଛନ୍ତି ଜୟନାରାୟଣ । ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ…

ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ

କଟକ: କଟକ ଜିଲ୍ଲା ବାଙ୍କୀରେ ଜିତିଲା ବିଜେଡି । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ । ୧୬ ହଜାର ୮୬୪ ଖଣ୍ଡ ଭୋଟରେ ଦେବୀରଞ୍ଜନ ତ୍ରିପାଠୀ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି । ୬୮ ହଜାର ୭୫୨ ଭୋଟରେ…

ବିଜେପି ଉଡାଇଲା ବିଜୟ ଧ୍ୱଜା ,ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ

ଅନୁଗୁଳ: ଅନୁଗୁଳରେ ବାଜିମାତ୍ କଲା  ବିଜେପି । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଅନୁଗୁଳରେ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ…

ଦଶପଲ୍ଲା ବିଧାନସଭା ହାତେଇଲେ ବିଜେଡି ପ୍ରାର୍ଥୀ ରମେଶ

ଦଶପଲ୍ଲା: ଦଶପଲ୍ଲା ହାତେଇଲା ବିଜେଡି । ନୟାଗଡ ଦଶପଲ୍ଲା ବିଧାନସଭାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା । ରାଜ୍ୟରେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ଭିତରେ କେତେକାଂଶରେ କିଏ ବିଜୟୀ, ତାହା  ପ୍ରକାଶ ପାଇଯାଇଛି । ଅଧିକାଂଶ ବିଜେପି ଗଡ ଭାବେ ଅଧିକୃତ ହୋଇଥିବା…

ରଘୁନାଥପାଲ୍ଲୀରେ ବିଜେପି ,ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇ ଦୁର୍ଗାଚରଣ ତନ୍ତୀ ବିଜୟୀ

ସୁନ୍ଦରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ଓଡିଶା ବିଧାନସଭାରେ ଦେଖିବାକୁ ମିଳୁଛି  ବିଜେପିର ଦବଦବା  । ଏହାରି ଭିତରେ ରଘୁନାଥପାଲ୍ଲୀ ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି । ବିଜେଡିର ଅର୍ଚ୍ଚନା ରେଖା…

ଜଗତସିଂହପୁର ବିଧାନସଭାରେ ବିଜେପିର ବାଜିମାତ୍, ଅମରେନ୍ଦ୍ର ଦାସ ବିଜୟୀ

ଜଗତସିଂହପୁର: ଜଗତସିଂହପୁରରେ ଫୁଟିଲା ପଦ୍ମ । ବିଜୟ ହାସଲ କଲେ ଅମରେନ୍ଦ୍ର ଦାସ । କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଅମରେନ୍ଦ୍ର ଦାସ । ଅମରେନ୍ଦ୍ର ପ୍ରାୟ ୩୩ ହାଜର ରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହରାଇ…

ପ୍ରାତଃ ଭ୍ରମଣ ସାରି କ’ଣ ପିଇବେ

ପ୍ରାତଃ ଭ୍ରମଣ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍‌ର ଗତି ପ୍ରଖର ହୋଇଥାଏ। ଏଥିସହ ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ନିଜକୁ ଫିଟ୍‌ ଓ ଫାଇନ୍‌ ରଖିବାକୁ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ…

ବହୁ ପଛରେ ମା-ପୁଅ, କୋରେଇରେ ଆକାଶ ଆଗରେ, ସମ୍ବଲପୁରରେ ଆଗୁଆ ଧର୍ମେନ୍ଦ୍ର

ସମ୍ବଲପୁର: ଲାଗୁଛି ଚାରିପାଞ୍ଜିରୁ ଯିବେ ବବି ଦାସ ଓରଫ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଗୋଟେ ପଟେ ନିଜ ଗଡ ଯାଜପୁର ଛାଡି ସମ୍ବଲପୁରରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ମାଆଙ୍କୁ ବିଜେଡି ଯାଜପୁର କୋରାଇରୁ ପ୍ରାର୍ଥୀ କରିଥିଲା । ହେଲେ ଏବେ ଗଣନା ଯାହା କହୁଛି ଦୁଇ ଆଡୁ ଘାଟାରେ…