ଓଡ଼ିଶା ପାଇଁ ଗର୍ବ: ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍ କମିସନର ହେଲେ ମୌସୁମୀ ଲତା ପାଢ଼ୀ
ଭୁବନେଶ୍ୱର: ଭୁବନେଶ୍ବର: ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍ ଜୋନ୍ର ଆଞ୍ଚଳିକ ପିଏଫ୍ କମିସନର-୨ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଥିଲେ ପ୍ରଥମ ମହିଳା ଡିଆର୍ ଏନ୍ଫୋର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ୍ କମିସନର। ବର୍ତ୍ତମାନ…