Latest Odisha News

BREAKING NEWS

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ ବିଜୟ ମୁକୁଟ । ଆଶା ଆଶଙ୍କାରେ ନେତା । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ…

ଖରାଦିନେ କେମିତି ଦେଖାଯିବେ ଷ୍ଟାଇଲିସ୍

ଭୁବନେଶ୍ଵର: ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍‌ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍‌କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଖରାଦିନେ ଏମିତି ଡ୍ରେସ୍‌ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍‌ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌…

ରାଜ୍ୟର ୩ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ୟୋଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ୩…

ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଶେଷ: ଗଣନା କେନ୍ଦ୍ର ପରିସରରେ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ

ଖୋର୍ଦ୍ଧା: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଟାରେ ଭୋଟ୍ ଗଣନା ଆରମ୍ଭ ହେବ । ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର-ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ,…

ଅସ୍ତବ୍ୟସ୍ତ କଲାଣି ତାତି: ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରଭାବ କାରଣରୁ ଅଂଶୁଘାତରେ ଯାଉଛି ଜୀବନ । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ରେ ୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଂଶୁଘାତରେ ମୋଟ ୧୪୭ ଜଣଙ୍କର ମୃତ୍ୟୁ…

ରେସଲର ବଜରଙ୍ଗ ପୁନିଆଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କଲା ଏଡିଡିପି

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ରେସଲର ବଜରଙ୍ଗ ପୂନିଆଙ୍କୁ ସୋମବାର ବଡ ଆଶ୍ୱସ୍ତି ମିଳିଛି । ତାଙ୍କ ଉପରେ ଲଗା ଯାଇଥିବା ଅସ୍ଥାୟୀ ନିଲମ୍ବନକୁ ନ୍ୟାଶନାଲ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ରଦ୍ଦ କରିଦେଇଛି । ବଜରଙ୍ଗ କରିଥିବା ଅଭିଯୋଗ ନେଇ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସିକୁ ନୋଟିସ ମଧ୍ୟ…

ରେଜଲ୍ଟ ପୂର୍ବରୁ ବଜାରରେ ବିଜେପି ମିଠା, ମୋଦୀଙ୍କ ମାସ୍କ ପିନ୍ଧି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ବାହାରିବ ନିର୍ବାଚନ ଫଳ । ସେଥିପାଇଁ ରାଜନୈତୀକ ଦଳର ପ୍ରାର୍ଥୀ ମାନଙ୍କ ନିଦ ହଜିଗଲାଣି । ସେପଟେ କିନ୍ତୁ ଏଗଜିଟ ପୋଲ ଅନୁସାରେ ମୋଦୀଙ୍କ ‘ଅବ୍ କି ବାର୍ ୪୦୦ ପାର୍’ର ନାରା ସତ ହେବାକୁ ବସିଲାଣି । ସେଥିପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଖେଳିଯାଇଛି…

ଟି୨୦ ବିଶ୍ୱକପରେ ସୁପର ଓଭର

ବ୍ରିଜଟାଉନ: ଚଳିତ ଆଇସିସି ଟି୨୦ ବିଶ୍ୱକପରେ ନାମିବିୟା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମୁକାବିଲା ବେଶ ରୋମାଂଚକରପୂର୍ଣ୍ଣ ହୋଇଥିଲା । ନାମିବିୟା ପ୍ରଥମେ ବ୍ୟାଟିଂ କରି ୧୦୯ ରନ କରିଥିଲା । ଓମାନ ମଧ୍ୟ ସମାନ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚ ଟାଇ ହେବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା…

ଖୁବ୍ ଶ୍ରୀଘ୍ର ହେବ ଜାମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଖୁବ ଶ୍ରୀଘ୍ର ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନ କମିଶନର କହିଛନ୍ତି ଯେ, ଖୁବ ଶୀଘ୍ର ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ…

ପୁରୀ ବାଣ ବିସ୍ଫୋରଣ ଘଟଣା, ସୁସ୍ଥ ହୋଇ ଘରକୁ ଫେରିଲେ ୩ ଜଣ

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ଗୋଟେ ପଟେ ଚିନ୍ତା ବଢିଥିବା ବେଳେ ସାମ୍ନାକୁ ଆସିଛି ଏକ ଭଲ ଖବର । କଟକ ବଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଜଣ । ସୂଚନା…