Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିବା ପରେ ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅପରାହ୍ନରେ ଏହା ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ଶୁଣାଣି କରିବେ। ନିୟମିତ ଜାମିନ ପାଇଁ ଏହି ଆବେଦନପତ୍ର ଦାଖଲ ହୋଇଥିବାବେଳେ କେଜ୍ରିୱାଲ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି ଏବଂ…

ଓଡିଶାରେ ବିଜେପି ଓ ବିଜେଡି ମିଶିକି ଅଛନ୍ତି: ରାହୁଲ

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏଥିପାଇଁ  ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ରାଜନୈତିକ ଦଳ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି । ଏହିମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସିମୁଳିଆ…

କୋଚ ଚୟନ ପୂର୍ବରୁ ଚର୍ଚ୍ଚାରେ ଗାଙ୍ଗୁଲିଙ୍କ ପୋଷ୍ଟ

ନୂଆଦିଲ୍ଲୀ: ବିସିସିଆଇର ପୂର୍ବ ଅଧ୍ୟକ୍ଷ ଓ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣିତ ସୌରଭ ଗାଙ୍ଗୁଲିଙ୍କ ଏକ କ୍ରିପ୍ଟିକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ଏବେ ନୂତନ କୋଚ ସନ୍ଧାନରେ ରହିଛି । ଏହି ଦୌଡରେ ଗୌତମ ଗମ୍ଭୀର ଆଗରେ ରହିଛନ୍ତି । ଗାଙ୍ଗୁଲି ପୋଷ୍ଟରେ…

ସ୍ୱଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ପାଇଁ ଐତିହାସିକ ଦିନ, ଅଗ୍ନିବାଣର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍‌’। ଭାରତୀୟ ମହାକାଶ ମିଶନ ପାଇଁ ଗୁରୁବାର ଐତିହାସିକ ଦିନ ପାଲଟିଛି। ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟ ଅପ୍ ଅଗ୍ନିକୂଳ କସମସ୍‌ ଶ୍ରୀହରିକୋଟା ଠାରେ ଏହାର ଲଞ୍ଚ ପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍…

କେମିତି ହେଲା ବାଣ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି; କାହିଁକି ପ୍ରଶାସନକୁ ଦୋଷାରପ କରୁଛନ୍ତି ଲୋକେ?

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀର ମହାପ୍ରଭୁଙ୍କ ଚାପ ଖେଳ ସମୟରେ ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ କି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ…

୨୦୦୯ ଟି୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ହେଲା ଚାମ୍ପିୟନ

୨୦୦୭ ଉଦଘାଟନୀ ଟି୨୦ ବିଶ୍ୱକପ ସଂସ୍କରଣରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ରନର୍ସଅପ ପାକିସ୍ତାନ ୨୦୦୯ ସଂସ୍କରଣରେ ଆଉ କୌଣସି ଭୁଲ ନ କରି ଟାଇଟଲ ହାସଲ କରିଥିଲା । ଇଂଲଣ୍ଡରେ ଏହା ୧୨ଟି ଟିମକୁ ନେଇ ଖେଳା ଯାଇଥିଲା । ଟିମଗୁଡିକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଗ୍ରୁପ…

ପୁରୀ ବାଣ ବିସ୍ଫୋରଣ: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ଚନ୍ଦନ ଯାତ୍ରା ବେଳେ ହୋଇଥିବା ଭୟଙ୍କର ବାଣ ବିସ୍ଫୋରଣ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ ଅଲଟିମେଟରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ…

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ଯୋଗେ ସୂଚନା ଦେଇଛି ଆଇଏମଡି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ…

ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ

ଯାଜପୁର: ନିର୍ବାଚନ ସମୟରେ ଶକ୍ତ ହୋଇଛି ଆୟକର ବିଭାଗ। ସ୍ଥାନେ ସ୍ଥାନେ ଚାଲିଛି ରେଡ। ଗୁପ୍ତ ସୂଚନା ପାଇବା ମାତ୍ରେ ଅକ୍ସନ କରୁଛି ଆୟକର ବିଭାଗ। ଏହାରି ଭିତରେ ଯାଜପୁର ଜିଲ୍ଲାରେ ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ ।…

ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ ସିଂ, ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଏମ୍ସର ୬ ଜଣିଆ ବୋର୍ଡ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ…