Latest Odisha News

BREAKING NEWS

ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ମୋଦୀ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ କରିବା ପରେ ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ମୋଦୀ । କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପରେ ଧ୍ୟାନରେ ବସିବେ ମୋଦୀ । ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଧ୍ୟାନ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଆଗମନ ଏବଂ ତାଙ୍କର…

ମାଓବାଦୀଙ୍କ ଟାର୍ଗେଟରେ ପୋଲିସ, ପୁଣି ଥାନା ଅଞ୍ଚଳରୁ ଆଇଇଡି‌ ବୋମା ଉଦ୍ଧାର

କନ୍ଧମାଳ: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଜାରି ରହିଛି। ଗତକାଲି କୋଟଗଡ଼ର ଜଙ୍ଗଲରୁ ମାଓବାଦୀ ରଖିଥିବା ବିସ୍ଫୋରକ, ଟିଫିନ୍‌ ବୋମା ଓ ବିପୁଳ ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ୨୪…

ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଭୁବନେଶ୍ଵର: ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରବଳ ଖରା…

ଦୁବାଇର ରେକର୍ଡ ଭାଙ୍ଗିବକି ଭାରତ ! ଅସମ୍ଭାଳ ତାତି, ଦିଲ୍ଲୀରେ ୫୨ ଡିଗ୍ରୀ ଡେଇଁଲା ପାରଦ

ନୂଆଦିଲ୍ଲୀ: ଦୁବାଇର ଉତ୍ତାପ ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ ନିଶ୍ଚୟ। ଦୁବାଇ ଏକ ଉତ୍ତପ୍ତ ମରୁଭୂମି ସ୍ଥଳ। ସାଧାରଣତଃ କୁହାଯାଏ ଯେ ଦୁବାଇରେ ଏସି ବିନା ଜୀବନ ଅତିବାହିତ କରିବା ଅତ୍ୟନ୍ତ କଷ୍ଟକର। ସେଠାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ୫୫ ଡିଗ୍ରୀ ସେଲସିୟସ। ବୁଧବାର ଦିନ…

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ଗଦାରେ ନିଆଁ ଲାଗି ଜଣେ ମୃତ, ଏକାଧିକ ଆହତ

ପୁରୀ: ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା । ବାଣ ଗଦାରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ପଡିଆରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ଅପରେଶନ ଖର୍ଚ୍ଚ କଥା ବୁଝିବେ ଧୋନୀ

ରାଂଚୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ଦୌଡରୁ ବାଦ ପଡିଥିଲା । ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ଅବସରରେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭେଦ କରି ପଡିଆକୁ ପ୍ରବେଶ କରିଥିଲେ । ସେ ଧୋନୀଙ୍କ ପାଦ ଛୁଇଁଥିଲେ ଏବଂ…

ଅଚଳ ଓ ବଳକା ଇଭିଏମ୍‌ ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ବିଜେପି

ଭୁବନେଶ୍ୱର: ଅଚଳ ଓ ବଳକା ଅବ୍ୟବହୃତ ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ, ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେସିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଯେଉଁ…

ୟୁଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ ୩ରୁ ଆବେଦନ

ଭୁବନେଶ୍ବର: ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍ ୩ ଅପରାହ୍ନ ୪ଟାରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭…

ଅଭିମନ୍ୟୁ ଭାଙ୍ଗିବେ ବିଜେଡି ଚକ୍ରବ୍ୟୂହ !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଭଦ୍ରକ ଦଳର ଗଡ ରହି ଆସିଛି। ୧୯୯୮ରୁ ୨୦୧୯ ସବୁ ନିର୍ବାଚନରେ ବିଜେଡିକୁ ଜିତାଇଛନ୍ତି ଭଦ୍ରକ ଭୋଟର । ପାଞ୍ଚ ପାଞ୍ଚ ଥର ଜିତିଥିଲେ ଅର୍ଜୁନ ସେଠୀ । ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ୍ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।…

‘ଭୋଟ୍ ପାଇଁ ନୁହଁ ବରଂ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରୁଛନ୍ତି ନବୀନ ପଟ୍ଟନାୟକ’

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଆଜି ମୟୁରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କ ଉପରେ କଡା ଆକ୍ରମଣ କରିଛନ୍ତି । ବିରୋଧି…