ବିଶ୍ୱକପ ପୂର୍ବରୁ ଶୀର୍ଷ ର୍ୟାଙ୍କିଙ୍ଗ ହାସଲ କଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ପୁରୁଷ ଟିମ ଆଇସିସି ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି । ୨୬୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୪ର୍ଥ ସ୍ଥାନକୁ ଖସି ଆସିଛି । ୨୦୨୧ ଚାମ୍ପିୟନ ଅଷ୍ଟ୍ରେଲିଆ ୨୫୭ ଅଙ୍କ ସହ…