ମୋଦିଙ୍କ ସମାଲୋଚନାର ଜବାବ ହସିକି ଦେଲେ ନବୀନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ନହଲେ ଏତେ ଖରାରେ ପ୍ରଚାର କରନ୍ତି କିପରି । ମୋ ସ୍ବାସ୍ଥ୍ୟକୁ ନେଇ ଅପ ପ୍ରଚାର କରାଯାଉଛି ।…