Latest Odisha News

BREAKING NEWS

ଦିନେ ଥିଲି ଲେଡି ସିଙ୍ଘମ ଏବେ ବିଜେପି ଏଜେଣ୍ଟ; ସ୍ୱାତି

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତାଙ୍କ ଉପରେ ବର୍ଷିଛନ୍ତି ଆପ୍ ରାଜ୍ୟସଭା ସଦସ୍ୟ ସ୍ୱାତି ମାଲିୱାଲ୍ । ନିଜର ସୋସିଆଲ୍ ମିଡିଆ ପୋଷ୍ଟ ଦ୍ବାରା କ୍ଷୋଭ ପ୍ରକାଶ କରିଛନ୍ତି ଆପ୍ ନେତା ସ୍ୱାତି । ଯେଉଁଥିରେ ସେ ଲେଖିଛନ୍ତି, ବିଭବ କୁମାରଙ୍କ ନାଁରେ ଏତଲା ଦେବା ପରେ, ଦଳରେ ମୋ ଆଖ୍ୟା…

ଜଳୁଛି ଉତ୍ତର ଭାରତ; ୪୮ ଡିଗ୍ରୀ ଛୁଇଁଲା ପାରଦ

ନୂଆଦିଲ୍ଲୀ:  ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳବାସୀ । ଏହାକୁ ନେଇ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ବିଗତ କିଛି ଦିନ ହେବ ଉକ୍ତ ରାଜ୍ୟର ଅନେକ ସ୍ଥାନରେ ପାରଦ…

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ; ‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ…

ବସ ଯାତ୍ରୀଙ୍କ ନିକଟରୁ ମୋବାଇଲ ଫୋନ ଓ ମନିପର୍ସ ଲୁଟିବା ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ…

୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ବର: ଆସନ୍ତା ମେ ୨୬ରେ ପ୍ରକାଶ ପାଇବ ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । ୨୬ ତାରିଖ ଅପରାହ୍ଣ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । www.orissaresult.nic.in ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସିଏଚସିଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।…

ଆସନ୍ତା ୨୯ରେ ଓଡ଼ିଶା ଆସିବେ ମୋଦି,ସୂଚନା ଦେଲେ ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର 

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ବିଜେପିର ପୂରା ଫୋକସ ରହିଛି ଓଡ଼ିଶା ଉପରେ। କେନ୍ଦ୍ରୀୟ ବିଜେପି ନେତାମାନେ ଘନଘନ ଓଡିଶା ଗସ୍ତରେ ଆସି  ନିର୍ବାଚନୀ ପ୍ରଚାରକୁ ଆହୁରି ସରଗରମ କରାଉଛନ୍ତି । ଏହିମଧ୍ୟରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତାରିଖରେ…

ନୟାଗଡରୁ ପାଣ୍ଡିଆନଙ୍କ ତେରଚ୍ଛା ବାଣ, ‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ,…

ରାଜଧାନୀରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ୨ଟି ଆପ୍ଲିକେସନ୍, ମତଦାନରେ ହେବ ସହାୟକ

ଭୁବନେଶ୍ୱର: ଆଗାମୀ ୨୫ ତାରିଖରେ ଭୁବନେଶ୍ବରରେ ସାଧାରଣ ନିର୍ବାଚନ ୨୦୨୪ ଅନୁଷ୍ଠିତ ହବାକୁ ଯାଉଛି। ଯେଉଁଥିରେ ୫ଟି ବିଧାନସଭା ଆସନ ନିମନ୍ତେ ସର୍ବମୋଟ ୧୧୩୨ ଟି ବୁଥ ପାଇଁ ୫୧ ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହିତ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀ ଶାନ୍ତିପୂର୍ଣ୍ଣ ମତଦାନ…

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା  ନବୀନ ବାବୁ  କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି । ଯଦି ନବୀନ…

ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌, ମସଲାରେ ଇଥିଲିନ୍ ଅକ୍ସାଇଡ୍‌ ର କୌଣସି ଉପସ୍ଥିତି ନଥିବା ସ୍ପଷ୍ଟ…

ନୂଆଦିଲ୍ଲୀ: ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି । ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ଇଥିଲିନ୍‌ ଅକ୍ସାଇଡ୍‌ (ଇଟିଓ)ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଆଇ) । ସିଙ୍ଗାପୁର, ହଂଗକଂଗ ପରେ…