କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
ବେଙ୍ଗାଲୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ମାତ ଦେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ଲେ ଅଫକୁ ଉନ୍ନୀତ ହୋଇଛି । ମ୍ୟାଚ ପରେ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ଯେ ଯଥାସମ୍ଭବ ଚେଷ୍ଟା କରୁଥିଲେ ମଧ୍ୟ ଅମାନିଆ ଲୁହକୁ ଅଟକାଇ ପାରି ନ ଥିଲେ ।…