Latest Odisha News

BREAKING NEWS

ପିଲାଙ୍କ ମଧୁମେହ ରୋଗ

ବୟସ୍କ ହୁଅନ୍ତୁ କି ଯୁବପୀଢ଼ି ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଆମ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏପରିକି ଛୋଟ ପିଲା ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି । ବର୍ତ୍ତମାନ ପିଲାମାନେ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି । ଏହି କାରଣରୁ, ଅଳ୍ପ…

୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ବିଫଳ ହୋଇଛି ବିଜେପି :ସଚିନ ପାଇଲଟ

ବାଲେଶ୍ୱର: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଆଜି ବାଲେଶ୍ୱରରେ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି  । ଏହି ଅବସରରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ଓ ବିଜେପି ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏବେ ପରସ୍ପର…

ରୋଡ୍ ଶୋ ରାଜନୀତି

ଭୁବନେଶ୍ବର : ନିର୍ବାଚନ ପ୍ରଚାର ପାଇଁ ରୋଡ୍ ଶୋ କରୁଛନ୍ତି ହେଭିଓ୍ବେଟ୍ ନେତା। ଭୁବନେଶ୍ବର ଜନପଥରେ ମୋଦି ରୋଡ୍ ଶୋ କରିଛନ୍ତି ତ ସିଲଭର ସିଟିରେ ପାଓ୍ବାର ଶୋ କରିଛନ୍ତି ବିଜେପିର ନମ୍ବର ଟୁ ଅମିତ ଶାହା। ଜେପି ନଡ୍ଡା, ହେମାମାଳିନୀ ବି ଗୋଟେ ପରେ ଗୋଟେ ରୋଡ୍ ଶୋ କରି ଲୋକଙ୍କ ପାଖରେ…

କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?

ଭୁବନେଶ୍ବର : କଟକରେ ସଂତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମହାମୁକାବିଲା। କଟକ ଲୋକସଭା ଆସନରୁ ଗତ ୬ଥର ହେଲା ଜିତି ଆସୁଛନ୍ତି ଭର୍ତ୍ତୃହରି ମହତାବ । ତେବେ ଏଥର ସେ ଟିମ୍ ବଦଳାଇଛନ୍ତି। ବିଜେଡି ଛାଡି ବିଜେପିରେ ମିଶିଛନ୍ତି, ପ୍ରାର୍ଥୀ ବି ହୋଇଛନ୍ତି । ସେପଟେ ବିଜେଡି କର୍ପୋରେଟ୍…

‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ’; ବିଶ୍ବଶର୍ମା

ସତ୍ୟବାଦୀ: ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ । ଟଙ୍କାଏ ଦୁଇଟଙ୍କା ଚାନ୍ଦା କର, ପାଣ୍ଡିଆନଙ୍କୁ ପ୍ଲେନ୍ ଟିକଟ କିଣିକି ଦିଅନ୍ତୁ ।’ ଏମିତି କିଛି କହି ବିଜେଡି ନେତା ଭି. କେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ବିଶ୍ବଶର୍ମା । ଆଜି ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ବାଚନୀ…

ଆସନ୍ତା ଜୁନ ୧୦ରେ ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ:ବୈଜୟନ୍ତ

ବାଲେଶ୍ବର: ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଛନ୍ତି । ହେଲିକପ୍ଟରରେ କମେଡି ଭିଡିଓ ଛାଡୁଛନ୍ତି । ସଭା କଲେ ଲୋକ ହେଉନାହାଁନ୍ତି । ଲୁଚିଛପି ଏଆଇ, ଡିପଫେକ୍ ଭିଡିଓ କରୁଛନ୍ତି କହି ଆଜି ବାଲେଶ୍ବରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟସରକାରଙ୍କୁ କଟାକ୍ଷ କରିଛନ୍ତି ବୈଜୟନ୍ତ । …

ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨। ଏହି ଅଭିଯାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ଯେ, ଏଥିରେ ଏକ ରୋଭର ଓ ଅନ୍ୟ ଏକ ହେଲିକପ୍ଟରକୁ ସାମିଲ କରାଯିବ। ମଙ୍ଗଳ ଗ୍ରହରେ ରୋଭରର ନିର୍ଦ୍ଧାରିତ ଲାଣ୍ଡି ସୁପରସୋନିକ ପାରାଚ୍ୟୁଟ୍ ଓ ସ୍କାଇ କ୍ରେନ୍ ବ୍ୟବସ୍ଥାକୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ

ବ୍ରହ୍ମଗିରି: ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ଜୋରଦାର ନିର୍ବାଚନ ପ୍ରଚାର । ସଭାରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ । କହିଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି ।…

‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’

ବାଲେଶ୍ବର: ‘ଓଡିଶାରେ ଲୋକ ମିଳିଳେନି ଯେ ଜଣେ ଭଡାଟିଆଙ୍କୁ ଆଣି ନେତା କରିଛନ୍ତି’, ‘ଆଉ ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନ କରୁଛନ୍ତି ନବୀନ ବାବୁ’; ବାଲେଶ୍ବରରେ କିଛି ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଜି ବାଲେଶ୍ବରରେ…

ତାତିରେ ଲାଗିବ ବ୍ରେକ୍; ୨୨ରେ ସୃଷ୍ଟି ହେବ ଲଘୁଚାପ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତା ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…