ଚାଲିଥିଲା ଆଇପିଏଲ ବେଟିଂ, ମାଡିବସିଲା ପୋଲିସ, ୪ ଗିରଫ
ସୁନ୍ଦରଗଡ: ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । କିଏ ମାରିବ କେଉଁ ବଲରେ ଛକା ଆଉ କିଏ କେଉଁ ବଳରେ ମାରିବ ଚୌକା ଏବଂ କେଉଁବଲରେ କେତେ ରନ…