Latest Odisha News

BREAKING NEWS

ଭୁଲରେ ଗହମ ବଦଳରେ ଅଳଙ୍କାର ପୁର୍ଣ୍ଣ ପୁଟୁଳୀ କରିଦେଲେ ଭଗବାନଙ୍କୁ ଅର୍ପଣ

ସୀକର: ରାଜସ୍ଥାନର ସୀକରରେ ଭୈରୁ ଜୀ ମନ୍ଦିରରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାର ଭୁଲରେ ଗହମ ବଦଳରେ ଅଳଙ୍କାର ଥିବା ପୁଟୁଳୀ ଅର୍ପଣ କରିଥିଲେ । କାରରେ ଯେତେବେଳେ ଏହା ସେମାନେ ଜାଣିଲେ ସେମାନଙ୍କ ମୁଣ୍ଡ କାମ କରି ନ ଥିଲା…

ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ନେତ୍ରୀ ମାଧବୀଲତା । ପୋଲିଂ ବୁଥ୍ ରେ ମୁସଲିମ ମହିଳାଙ୍କ ବୁର୍ଖା ଟେକି ପରିଚୟ ପତ୍ର ଯାଞ୍ଚ କରିବା ତାଙ୍କୁ ମହଙ୍ଗା ପଡିଛି । ଯାହାର ଭିଡିଓ ଭାଇରାଲ ହେବାପରେ ହାଇଦ୍ରାବାଦର ମଲକପେଟ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।…

ଆଇପିଏଲରୁ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ପରେ ପରେ ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହେବ । ସମସ୍ତ ଟିମ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଆଇପିଏଲ ଅଧାରୁ ଇଂଲଣ୍ଡର ଅଧିକାଂଶ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଟିମଗୁଡିକୁ ହଇରାଣରେ ପକାଇଛି । ୧ ଜୁନରୁ ବିଶ୍ୱକପ ଆରମ୍ଭ ହେବ । ଏହା ପୂର୍ବରୁ…

ମୁମ୍ବାଇରେ ଭୟଙ୍କର ଧୂଳି ଝଡ଼: ହୋର୍ଡିଂ ପଡି ୩ ମୃତ, ୫୯ ଆହତ ସେପଟେ ବିମାନ ଉଡାଣ ବାତିଲ

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ…

ଭୋଟ ଦେବା ପରେ କଲେ ପତ୍ନୀଙ୍କ ଅନ୍ତିମ ସଂସ୍କାର

ଓରେୟା: ଉତରପ୍ରଦେଶରେ ଗଣତନ୍ତ୍ରକୁ ଗର୍ବିତ କଲା ଭଳି ଏକ ଖବର ହସ୍ତଗତ ହୋଇଛି । ଏଠାକାର ଦିବିୟାପୁର ଅଂଚଳରେ ପତ୍ନୀଙ୍କ ଅନ୍ତିମ ସଂସ୍କାରକୁ ପଛରେ ପକାଇ ଜଣେ ବ୍ୟକ୍ତି ଆଗ ଭୋଟ ଦେଇଛନ୍ତି । ୮୪ ବର୍ଷୀୟ ରାମଲଖନଙ୍କ ପତ୍ନୀ ସରୋଜ କୁମାରୀଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇ ଯାଇଥିଲା । ସନ୍ଧ୍ୟା…

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ । ଅପହରଣ ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଏଚଡି ରେବନ୍ନାଙ୍କୁ ଜାମିନ ପ୍ରଦାନ କରାଯାଇଛି । କର୍ଣ୍ଣାଟକ ଅପହରଣ…

ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ

ବୌଦ୍ଧ:ବର୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ  ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ  କାର୍ ରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା । ଏହି ସମୟରେ ଏକ କାର୍ ରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି…

ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ଚାରି ଗୋଟି ବୁଥ୍ ରୁ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହି ଚାରି ଗୋଟି ମତଦାନ କେନ୍ଦ୍ର ଗୁଡିକ ହେଲା ବୋଡ଼େନ ବ୍ଲକ ପାଟଧରା, କାଠଫେର ଓ କୋମନା ବ୍ଲକ ଜାମଗାଁ ଓ ଦେଓସିଲ । ଅପରାହ୍ନ…

କାହାର ହେବ ଭଞ୍ଜନଗର ?

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ । ଦିନେ କଂଗ୍ରେସର ଗଡ ଥିବା ଏହି ସିଟ୍ ପାଲଟିଛି ବିଜେଡିର ଅଭେଦ୍ୟ ଦୁର୍ଗ। ଭଞ୍ଜନଗରରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଦଳର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ। ଗତ ଛଅ ଥର ହେଲା ଏଠାରୁ ଜିତି ଆସୁଛନ୍ତି ଆରୁଖ । ଏଥର ସପ୍ତମ ଥର…

ଘରକଳି ବିଗାଡିବ ବିଜେପୁର ଅଙ୍କ !

ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ…