କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି
ନୂଆଦିଲ୍ଲୀ: ଜେଲରୁ ବାହାରିବା ପରେ ଦେଶବାସୀଙ୍କୁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି । ଦେଶବାସୀଙ୍କୁ ମାଗଣା ବିଜୁଳି ସହ ଉତ୍ତମ ଶିକ୍ଷା-ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଦେଲେ ପ୍ରତିଶୃତି । କେଜ୍ରିୱାଲ କହିଛନ୍ତି ଯେ, କେଜ୍ରିୱାଲଙ୍କ ଗ୍ୟାରେଣ୍ଟି ଏକ ବ୍ରାଣ୍ଡ।…