Latest Odisha News

BREAKING NEWS

ବିଶ୍ବ ମାତୃଦିବସ

ନିରୁପମା ପତି "କୁପୁତ୍ରଃ ଜାୟତେ କ୍ବଚିଦପି କୁମାତା ନ ଭବତି" ଅର୍ଥାତ, ସଂସାରରେ କୁ ପୁତ୍ର ଜନ୍ମ ଲାଭ କରିପାରେ, ମାତ୍ର କେବେହେଲେ କୁମାତା କୈାଣସି ଜନ୍ମ ରେ ଜନ୍ମ ହୁଅନ୍ତି ନାହିଁ। ମାଆ ଆଦର୍ଶ ସ୍ଥାନୀୟା, ଚିର ବନ୍ଦନୀୟା ,ବିଶ୍ବ ଵନ୍ଦନୀୟା। "ନ ମାତୁଃ ପରଦୈଵତଂ"ମାଠାରୁ ଵଡ…

ଖୋଲା ବିତର୍କ ଚ୍ୟାଲେଞ୍ଜ ଗ୍ରହଣ କଲେ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କ ଜବାବକୁ ଅପେକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ଏବଂ ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସୂଚନା ଥାଉକି ଯେ ଅବସରପ୍ରାପ୍ତ ଜଷ୍ଟିସ ମଦନ ବି…

ଅଧା ରାତିରେ କାଳବୈଶାଖୀ ତାଣ୍ଡବ, ନିର୍ଧୂମ ବର୍ଷାରେ ବୁଡ଼ିଲା ଟ୍ୱିନ୍ ସିଟି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ ରାତି ଅଧରେ କିଛି ସମୟ ପାଇଁ ଘଡଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା। ପବନରେ ଜନଜୀବନ…

ରାତି ପାହିଲେ ରାଜ୍ୟରେ ୧ମ ଓ ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ହେବ ମତଦାନ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । ମେ' ୧୩ରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ ବରଗଡ଼ ଗସ୍ତ, ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଓ ବରଗଡ଼ ଗସ୍ତରେ ଆସିବେ। ସେ ବଲାଙ୍ଗିରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗିରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଏଥିଲାଗି ସେ ପ୍ରଥମେ ଭୁବନେଶ୍ୱର…

ମୁଣ୍ଡଫଟା କରାରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ପାନୀୟ…

ଭୁବନେଶ୍ଵର: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ…

ମୋଦି ନା ନବୀନ…କାହା ସହ ଜନମତ ?

ଭୁବନେଶ୍ବର : ନବୀନଙ୍କ ନାଁ ନେଇ ସିଧା ଟାର୍ଗେଟ୍ । ଚବିଶ ମଇଦାନରେ ବିଜେଡି ସହ ମୋଦିଙ୍କ ଟାର୍ଗେଟରେ ନବୀନ । ପ୍ରଥମ ଥର ବିଜେଡି ସରକାରର ଏକ୍ସପାରୀ ଡେଟ୍ କହିଥିଲେ ମୋଦି । ଏଥର ରତ୍ନଭଣ୍ଡାରରୁ ସ୍ବାସ୍ଥ୍ୟ ବୀମା, ସିଧାସଳଖ ନବୀନଙ୍କୁ ନିଶାନା କରିଛନ୍ତି ମୋଦି। କହିଛନ୍ତି, ଓଡିଶାର ଜିଲ୍ଲା…

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି ବିସିସିଆଇ, ଉଠିଯିବ ଟସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ୨୦୨୪-୨୫ ଘରୋଇ ସିଜନରେ ଏହି ପରିବର୍ତନ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଅଧିନାୟକ ରୋହିତ ଶର୍ମା, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର, କୋଚ…

ବିଜେଡିରୁ ଇସ୍ତଫା ଦେଲେ ସାଧୁ ନେପାକ

ବରଗଡ଼: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ । ସେ ଆଜି ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିଥିବା ନେଇ ସେ କହିଛନ୍ତି । ଯାହାକୁ ନେଇ ସେ ରାଜ୍ୟ ଯୋଜନା…

ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ, ଆରସିବି ବିପକ୍ଷରେ ଖେଳିବେନି

ନୂଆଦିଲ୍ଲୀ: ଆଇପିଏଲ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳିବେନି । ଧୀମା ବୋଲିଂ ହାର ଯୋଗୁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ମେ ୭ରେ…