ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ନିବେଦନ କଲେ ଓଡ଼ିଆ ଝିଅ
ନୂଆଦିଲ୍ଲୀ: ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ । କେନିଆର ନାଇରୋବିରେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ‘ପେଡ୍ ପିରିଅଡ୍ ଲିଭ୍’ ଅର୍ଥାତ୍ ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ନିବେଦନ କରିଛନ୍ତି ଡ଼ିଆ ଝିଅ ରଞ୍ଜିତା…